Browsing Tag

Sentenced to death

ବାଂଲାଦେଶର ୩ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ

ବାଂଲାଦେଶ:ବାଂଲାଦେଶର ୩ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ । ଢାକାର ପୂର୍ବତନ ପୋଲିସ ମୁଖ୍ୟ ସମେତ ୩ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ । ୨୦୨୪ ଘରୋଇ ଦଙ୍ଗା ବେଳେ ୬ ଜଣଙ୍କ ମୃତ୍ୟୁ ମାମଲାରେ ସଜା ଘୋଷଣା କରାଯାଇଛି । ଫେବ୍ରୁଆରୀ ୧୨ ବାଂଲାଦେଶ ନର୍ବାଚନ ପୂର୍ବରୁ ଆସିଲା ରାୟ ।…
Read More...