ସ୍ୱାମୀ ଓ ସ୍ତ୍ରୀ ଉପରେ ମାଡ଼ିଗଲା ହାଇୱା ; ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
ସେମିଳିଗୁଡା: ଦଂପତିଙ୍କ ଉପରେ ମାଡ଼ିଗଲା ହାଇୱା ଗାଡି। ଏ ଭଳି ଅଭାବିନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ନିକଟସ୍ଥ ପାକଝୋଲା ଛକରେ । ସୂଚନା ଅନୁସାରେ , କୋରାପୁଟ ଜିଲ୍ଲା କୁନ୍ଦୁଲି ଥାନା ଅନ୍ତର୍ଗତ କୁନ୍ଦୁଲି ଗାଁର ଦଂପତି ସଂଜୟ ସାଆନ୍ତା ଓ ପତ୍ନୀ ରଶ୍ମୀ ଖୀଲ ସେମିଲିଗୁଡ଼ାରୁ…
Read More...
Read More...