Browsing Tag

Self Immolation

ପେଟ୍ରୋଲ୍‌ ଢାଳି ନିଜ ଦେହରେ ନିଆଁ ଲଗାଇଦେଲେ ଆଇନଜୀବୀ

ଭୁବନେଶ୍ଵର: ରାତି ଅଧରେ ପାଣ୍ଡରା ଅଞ୍ଚଳରେ ଛାତିଥରା ଘଟଣା । ପେଟ୍ରୋଲ୍‌ ଢାଳି ନିଜ ଦେହରେ ନିଆଁ ଲଗାଇଦେଲେ ଆଇନଜୀବୀ । ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଲା ମଞ୍ଚେଶ୍ବର ଥାନା ପୋଲିସ୍ । ନିଜ ଘର ଛାତ ଉପରେ ଆଇନଜୀବୀ ଜଳି ଯାଇଥିବା ନେଇ ପୋଲିସ୍‌ର ସୂଚନା । ତେବେ…
Read More...

ଏସ୍‌ପି ଅଫିସ୍‌ ପରିସରରେ ଆତ୍ମାହୁତି ଉଦ୍ୟମ ଘଟଣା, ୨ ପୋଲିସ ଏସ୍‌ଆଇ ନିଲମ୍ବିତ

ଢେଙ୍କାନାଳ: ଢେଙ୍କାନାଳ ଏସ୍‌ପି ଅଫିସ୍‌ ପରିସରରେ ଆତ୍ମାହୁତି ଉଦ୍ୟମ ଘଟଣା । ୨ ଜଣ ପୋଲିସ ଏସ୍‌ଆଇଙ୍କୁ ନିଲମ୍ବିତ କଲେ ଢେଙ୍କାନାଳ ଏସ୍‌ପି । କାର୍ଯ୍ୟରେ ଅବହେଳା ନେଇ ୨ SIଙ୍କ ବିରୋଧରେ ନିଆଯାଇଛି ଆକ୍ସନ୍ । ଟାଉନ୍ ଥାନାର SI ଉତ୍କଳ ବିଜୟ ମହାନ୍ତି ଏବଂ ସଦର ଥାନାର SI ରୋଜାଲିନ୍ ମିଞ୍ଜ…
Read More...