Chandrayaan-3 ପାଇଁ ଅନ୍ନ, ଜଳ ତ୍ୟାଗ କଲେ ସୀମା ହାଇଦର
ଚାଲିଛି କାଉଣ୍ଟଡାଉନ ବଢୁଛି ହାର୍ଟବିଟ । ଆଉ କିଛି ସମୟ ପରେ ଜହ୍ନରେ ନୂଆ ଅଧ୍ୟାୟ ସୃଷ୍ଟି କରିବ ଭାରତ । ‘ଚନ୍ଦ୍ରଯାନ-୩’ର ବିକ୍ରମ ଲ୍ୟାଣ୍ଡର୍ ଚନ୍ଦ୍ରପୃଷ୍ଠରେ କିଭଳି ସଫଳ ଅବତରଣ କରିବ ସେ ନେଇ ପୁରା ଦେଶ ପ୍ରାର୍ଥନା କରୁଛି । ଏମିତିକି ନିଜ ନିଜ ଶୈଳୀରେ ଖୁସି ମନାଉଛନ୍ତି ସମସ୍ତେ ।…
Read More...
Read More...