ଯୋଡା ମହୋତ୍ସବ ନିମନ୍ତେ ଦ୍ୱିତୀୟ ପ୍ରସ୍ତୁତି ବୈଠକ
କେନ୍ଦୁଝର : ଯୋଡା ପୌରପାଳିକା ରେ ହେବାକୁ ଥିବା ଯୋଡା ମହୋତ୍ସବ ପାଳନ ଲାଗି ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଯୋଡା ପୌରପାଳିକା ଗୃହରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ପୂର୍ବତନ ଚମ୍ପୁଆ ବିଧାୟକ ଜିତୁ ପଟ୍ଟନାୟକଙ୍କ ଉପସ୍ଥିତିରେ କମିଟିର ସଂଯୋଜକ ସୁଶାନ୍ତ କୁମାର…
Read More...
Read More...