Browsing Tag

sea

ସମୁଦ୍ରରେ ଗାଧୋଇବା ସମୟରେ ୨ ଛାତ୍ର ମୃତ

(ଜୟନ୍ତ କୁମାର ସେଠୀ) ସମୁଦ୍ରରେ ଗାଧୋଇବା ବେଳେ ବୁଡିଯାଇ ୨ ଛାତ୍ରଙ୍କ ମୃତ୍ୟୁ ହୋଇଛି । ପୁରୀ ସମୁଦ୍ରକୂଳ ଥାନା ନିକଟ ସମୁଦ୍ରକୂଳରେ ଏହି ଅଘଟଣ ଘଟିଛି । ମୃତକ ଦୁଇ ଜଣ ଝାରଖଣ୍ଡର ମହମ୍ମଦ ଆବେଦି ଓ ରଜତ ପାଣ୍ଡେ ବୋଲି ଚିହ୍ନଟ ହୋଇଛି । ଆଜି କଟକ ପିଲୁ ମୋଦି କଲେଜ ୬ ଜଣ ଛାତ୍ର ପୁରୀ…
Read More...