Browsing Tag

School & Mass Education

ଗାଇଡଲାଇନରେ ପରିବର୍ତ୍ତନ କଲା ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ସରକାରଙ୍କ ଗାଇଡଲାଇନ ଅନୁସାରେ ସ୍ୱାଧୀନତା ଦିବସରେ ଛାତ୍ରଛାତ୍ରୀମାନେ ସାମିଲ ହୋଇପାରିବେ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି। ଗତକାଲି ଛାତ୍ରଛାତ୍ରୀମାନେ ଉତ୍ସବରେ ସାମିଲ ହୋଇପାରିବେ ନାହିଁ ବୋଲି ସରକାର ମାର୍ଗଦର୍ଶିକା ଜାରି କରିଥିଲେ। କରୋନାର…
Read More...

ରାଜ୍ୟରେ ଅପଗ୍ରେଡ ଶହେ ହାଇସ୍କୁଲ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଶିକ୍ଷା ବର୍ଷରୁ ଶହେଟି ହାଇସ୍କୁଲକୁ ଅପଗ୍ରେଡ କରାଯିବ । ରାଜ୍ୟରେ ଡ୍ରପଆଉଟ ରୋକିବା ପାଇଁ ଗଣଶିକ୍ଷା ବିଭାଗ ଏପରି ପଦକ୍ଷେପ ନେଇଥିବା ଜଣାପଡିଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି। ଯେଉଁ ବ୍ଲକରେ ଯୁକ୍ତ ଦୁଇ କଲେଜ…
Read More...

ଖରାଛୁଟି ପରେ ପାଠପଢା

ଭୁବନେଶ୍ୱର: ଖରାଛୁଟି ସରିବା ପରେ ନୂଆଶିକ୍ଷା ବର୍ଷ ଆରମ୍ଭ ହେବ । ସ୍କୁଲରେ କେମିତି ପାଠପଢା ହେବ ସେନେଇ ଓସେପା ପକ୍ଷରୁ ଗାଇଡଲାଇନ ଓ ନିୟମାବଳୀ ଜାରି କରାଯାଇଛି । ଏନେଇ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି…
Read More...