ଏସସିବି ମେଡିକାଲ ଆଇସିୟୁ ଘଟଣା: ରୋଗୀ ବେଡ୍ରୁ ଖସିବା ପରେ ଡ୍ୟୁଟିରେ ଥିବା କର୍ମଚାରୀ ନିଲମ୍ବିତ
କଟକ: ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଆଇସିୟୁରେ ଘଟିଥିବା ଏକ ଅଭାବନୀୟ ଘଟଣାକୁ ନେଇ କର୍ତ୍ତୃପକ୍ଷ କଠୋର ପଦକ୍ଷେପ ନେଇଛନ୍ତି। ଆଇସିୟୁ ବେଡ୍ରୁ ଜଣେ ମହିଳା ରୋଗୀ ଖସିପଡ଼ିବା ଘଟଣାରେ ସେଦିନ ଡ୍ୟୁଟିରେ ଥିବା କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।
ଏସସିବି କର୍ତ୍ତୃପକ୍ଷଙ୍କ ସୂଚନା…
Read More...
Read More...