SBI କାର୍ଡଧାରୀଙ୍କ ପାଇଁ ବଡ଼ ଖବର, ATM ବ୍ୟବହାର କଲେ ଦେବେ ଅଧିକ ଟଙ୍କା
ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କ ଏହାର ATM ଟ୍ରାଞ୍ଜାକ୍ସନ ଚାର୍ଜ ବୃଦ୍ଧି କରିଛି, ଯାହା ଏହାର ଗ୍ରାହକମାନଙ୍କୁ ଏକ ବଡ଼ ଝଟକା ଦେଇଛି। ଗ୍ରାହକମାନଙ୍କୁ ଏବେ ATM ଟ୍ରାଞ୍ଜାକ୍ସନ ପାଇଁ ଅଧିକ ଶୁଳ୍କ ଦେବାକୁ ପଡିବ। SBI ତାର ଗ୍ରାହକମାନଙ୍କୁ ଜଣାଇଛି ଯେ ଇଣ୍ଟରଚେଞ୍ଜ ଫି ବୃଦ୍ଧି ଯୋଗୁଁ…
Read More...
Read More...