ବିଜେପି ବିରୋଧରେ ସିଇଓଙ୍କ ଦ୍ୱାରସ୍ଥ ହେଲା ବିଜେଡି
(ସରୋଜ ରାଉତ) ଭୁବନେଶ୍ୱର: ଆଜି ପୁଣି ବିଜେପି ବିରୋଧରେ ୨ଟି ଅଭିଯୋଗ ନେଇ ବିଜେଡି ସିଇଓଙ୍କ ଦ୍ୱାରସ୍ଥ ହୋଇଛି । ପ୍ରଥମ ଅଭିଯୋଗରେ ଦର୍ଶାଯାଇଛି କି, ବିଜେପି ସାରସକଣାରୁ ବିଧାୟକ ପ୍ରାର୍ଥୀ କରିଥିବା ଡ. ବୁଧାନ ମୂର୍ମୁ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ । ସେ ଚାକିରିରୁ ଏଯାବତ୍ ଅବସର…
Read More...
Read More...