ନିଖୋଜ ଓଡ଼ିଆ ନାବିକ ସାର୍ଥକ ମହାପାତ୍ରଙ୍କୁ ଖୋଜିବାକୁ ସିଙ୍ଗାପୁର ଯିବେ ମା’ ଓ ମାମୁ
ଭୁବନେଶ୍ୱର: ନିଖୋଜ ଓଡ଼ିଆ ନାବିକ ସାର୍ଥକ ମହାପାତ୍ରଙ୍କୁ ଖୋଜିବା ପାଇଁ ତାଙ୍କ ମାଆ ରଶ୍ମିତା ମହାପାତ୍ର ଓ ମାମୁ ସିଙ୍ଗାପୁର ଯାତ୍ରା କରିବେ। ସୂଚନା ଅନୁଯାୟୀ, ସେମାନେ କାଲି ସିଙ୍ଗାପୁର ପାଇଁ ରବାନା ହେବେ।
ସାର୍ଥକ କାମ କରୁଥିବା ଜାହାଜ ଆସନ୍ତା ୧୫ ତାରିଖରେ ସିଙ୍ଗାପୁର କୁଳରେ ପହଞ୍ଚିବ।…
Read More...
Read More...