ଏନସିପି (ସପା) ମୁଖ୍ୟ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟ ଖରାପ, ହସ୍ପିଟାଲରେ ଭର୍ତ୍ତି
ନୂଆଦିଲ୍ଲୀ: ସୋମବାର ଅପରାହ୍ନରେ ଏନସିପି (ସପା) ମୁଖ୍ୟ ତଥା ପ୍ରବୀଣ ବିରୋଧୀ ନେତା ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ବାରାମତିସ୍ଥିତ ନିଜ ବାସଭବନରୁ ପୁଣେର ଏକ ବେସରକାରି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସ୍ଥାନାନ୍ତର ସମୟରେ ତାଙ୍କ ଝିଅ ତଥା ଏନସିପି ନେତ୍ରୀ…
Read More...
Read More...