Browsing Tag

Sanju

ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ : ୧୨ ମୋଟରସାଇକେଲ ଜବତ ସହ ୪ ଗିରଫ

ଭଦ୍ରକ- ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ କଲା ଭଦ୍ରକ ଟାଉନଥାନା ପୋଲିସ ।ସେମାନଙ୍କଠାରୁ ୧୨ ଟି ସାଇକେଲ ଜବତ ସହ ଗ୍ୟାଙ୍ଗର ୪ଜଣଙ୍କୁ ଗିରଫ କରିଛିପୋଲିସ ।ସୂଚନାନୁସାରେ, ଏହି ଘଟଣା ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଅଟେ । ଭଦ୍ରକ ଟାଉନଥାନା ଅଧିନ ବାଇପାସ ବିଶାଲ ମେଗାମାର୍ଟ ସାମନାରୁ ଏକ…
Read More...

ହୁ ହୁ ହୋଇ ଜଳିଗଲା ବୁର୍ଲାର ନିଶିଗନ୍ଧା ହଲ୍

ସମ୍ବଲପୁର-ସମ୍ବଲପୁର ବୁର୍ଲା ଆନନ୍ଦବିହାରରେ ଘଟିଛି ଅଘଟଣ । ଆନନ୍ଦ ବିହାରରେ ଥିବା ଷ୍ଟାଫ୍ କ୍ୱାର୍ଟର କଲୋନୀରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ମିଳିଥିବା ସୂଚନା ମୁତାବକ, କଲୋନୀର ନିଶିଗନ୍ଧା ହଲରେ ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ଆସି ନିଆଁକୁ ଆୟତ୍ତ କରିଛି…
Read More...

ସୋସିଆଲ ମିଡିଆରେ ପ୍ରଂଶସକଙ୍କୁ କଣ ପାଇଁ କ୍ଷମା ମାଗିଲେ ନେହା ?

ନୂଆଦିଲ୍ଲୀ – ଲୋକପ୍ରିୟ ପ୍ଲେବ୍ୟାକ୍ ସିଙ୍ଗର ନେହା କକ୍କର ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ୍ ରହିଥାନ୍ତି। ସେ ସର୍ବଦା ନିଜର ପ୍ରଶଂସକଙ୍କ ସହ ନିଜର ୱାର୍କ ଫ୍ରଣ୍ଟ ବା ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ଜିନିଷକୁ ସେୟାର କରିଥାନ୍ତି । ନିକଟରେ ନେହା କକ୍କର ଯେଉଁ କଥା ନିଜର ପ୍ରଶଂସକଙ୍କ ସହ…
Read More...

ପର୍ଣ୍ଣ ଫିଲ୍ମ ପାଇଁ ଅଭିନେତ୍ରୀ ନେଉଥିଲେ ଏତିକି ଟଙ୍କା ?

ମୁମ୍ବାଇ: ପର୍ଣ୍ଣ ଫିଲ୍ମ ର୍ୟାକେଟରେ ଦିନକୁ ଦିନ ବଢିବାରେ ଲାଗିଛି ରାଜ କୁନ୍ଦ୍ରାଙ୍କ ଅଡୁଆ । ଜଣକ ପରେ ଜଣେ ଅଭିନେତ୍ରୀ ମୁହଁ ଖୋଲୁଥିବା ବେଳେ କୁନ୍ଦ୍ରା ଧୀରେ ଧୀରେ ପର୍ଣ୍ଣ ଦୁନିଆର ବୁଢିଆଣୀ ଜାଲରେ ଫସିବାରେ ଲାଗିଛନ୍ତି । ଏହି ପର୍ଣ୍ଣ ଫିଲ୍ମ ଗୁଡିକ ମାତ୍ର ୬ ଘଣ୍ଟା ସମୟ ମଧ୍ୟରେ…
Read More...

ବିହାର ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

ବିିହାର- ବିହାରରେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହୋଇଛି। ପଞ୍ଚାୟତ ନିର୍ବାଚନ ୨୦୨୧ର ଆରମ୍ଭ ୨୦ ସେପ୍ଟମ୍ବରରୁ ହେବ। ରାଜ୍ୟ ନିର୍ବାଚନ ଆୟୋଗ ଏନେଇ ପଞ୍ଚାୟତିରାଜ ବିଭାଗକୁ ନିର୍ଦେଶ ଜାରି କରିଛନ୍ତି । ନିର୍ବଚନ ପାଇଁ ବିଜ୍ଞପ୍ତି ୨୦ ଅଗଷ୍ଟରେ ଜାରି କରିବାକୁ ଅନୁରୋଧ କରାଯାଇଛି।ଆୟୋଗ…
Read More...

କରୋନାରେ ଅନାଥ ପିଲାଙ୍କୁ ମିଳିବ ସ୍ୱାସ୍ଥ୍ୟବୀମା : କେନ୍ଦ୍ର ସରକାର

ନୂଆଦିଲ୍ଲୀ- କରୋନାରେ ଅନାଥ ପିଲାମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଘୋଷଣା କରିଛନ୍ତି ମୋଦି ସରକାର । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଟୁଇଟ୍ ଜରିଆରେ ଏହି ସୂଚନା ଦେଇଛନ୍ତି।କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ ମହାମାରୀ ହେତୁ ଅନାଥ ହୋଇଯାଇଥିବା ୧୮ ବର୍ଷ ବୟସ ପର୍ୟ୍ୟନ୍ତ ପିଲାମାନଙ୍କୁ ୫…
Read More...

୧ଲକ୍ଷ ଦୁଗ୍ଧ ଚାଷୀଙ୍କୁ ୧୧କୋଟି ଟଙ୍କାର ସହାୟତା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଦୁଗ୍ଧ ଚାଷୀ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କୋଭିଡ୍ ସହାୟତା ପ୍ରଦାନ କରିଛନ୍ତି । ଏହାଦ୍ୱାରା ଏକ ଲକ୍ଷ ଦୁଗ୍ଧ ଚାଷୀ ୬୦୦୦ ଟଙ୍କା ପର୍ୟ୍ୟନ୍ତ ସହାୟତା ପାଇଛନ୍ତି । ସମୁଦାୟ ୧୧ କୋଟି ଟଙ୍କାର ସହାୟତା ଦିଆଯାଇଛି…
Read More...

ଆସନ୍ତା ୧୬ରୁ ଖୋଲିବ ନବମ ଶ୍ରେଣୀ କ୍ଲାସ

ଭୁବନେଶ୍ୱର -ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିବା ପରେ ରାଜ୍ୟ ସରକାର ପାଠପଢା ନେଇ ବଡ ନିଷ୍ପତ୍ତି ନେଇଛନ୍ତି। ଜୁଲାଇ ୨୬ରୁ ଦଶମ ଓ ଦ୍ଵାଦଶ ଶ୍ରେଣୀ ଖୋଲିଥିବା ବେଳେ ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ଖୋଲିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଏଥି ସହିତ ସେପ୍ଟେମ୍ବର ୧୫ରୁ ଏକାଦଶ…
Read More...

ରାଜ୍ୟରେ କେଉଁ ଜିଲ୍ଲାରୁ କେତେ ସୁସ୍ଥ ?

ଭୁବନେଶ୍ବର -ରାଜ୍ୟରେ ସୁସ୍ଥ ହେଲେ ଆଉ ୧୬୫୨ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଓଡିଶାରେ ଏ ଯାଏଁ ମୋଟ ୯ ଲକ୍ଷ ୬୫ ହଜାର ୩୭୦ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ…
Read More...

ପୋଖରୀରେ ବୁଡି ବୃଦ୍ଧ ମୃତ

ପାଟଣା - କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଅଶନବାହାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗୁରବାର ଅପରାହ୍ନରେ ଜଣେ ୭୦ ବର୍ଷୀୟ ବୃଦ୍ଧ ପୋଖରୀକୁ ଗାଧୋଇବାକୁ ଯାଇଥିବା ସମୟରେ ପୋଖରୀରେ ବୁଡି ତାଙ୍କର ମୃତ୍ୟୁ ଘଟିଛି । ମୃତ ବୃଦ୍ଧ ହେଲେ ପଦର ମୁଣ୍ଡା(୭୦) ।ପଦର ଘର ନିକଟରେ ଥିବା…
Read More...