ରାଜ୍ୟରେ ହ୍ରାସ ପାଉଛି ଧଳା ବାଘ ସଂଖ୍ୟା
ଭୁବନେଶ୍ବର: ଆଜି ଆନ୍ତର୍ଜାତିକ ବାଘ ଦିବସ ନନ୍ଦନକାନନରେ ପାଳିତ ହୋଇଛି । ଏହି ଅବସରରେ ନନ୍ଦନକାନନରେ ଧଳା ବାଘର ଵଂଶ ବୃଦ୍ଧି ପାଇଁ ଅଧିକରୁ ଅଧିକ ପ୍ରୟାସ କରାଯିବ ବୋଲି ଆଲୋଚନା ହୋଇଛି । ପ୍ରାଣୀ ଉଦ୍ୟାନରେ ଧଳା ବାଘ ଜନସଂଖ୍ୟାରେ ୧ ନମ୍ବର ସ୍ଥାନ ପାଇବାକୁ ରୋଡ୍ ମ୍ୟାପ ଦେବା ପାଇଁ ମଧ୍ୟ…
Read More...
Read More...