Browsing Tag

Sanju

ଦିନକରେ ଭୁବନେଶ୍ୱରରେ ୫୮ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱର- ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ପୁଣୀ ୫୮ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୫୬୩କୁ ବୃଦ୍ଧି ପାଇଛି । ସଚେତନତା ଓ ସଫେଇ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇ ୫ହଜାର ୫ଶହ ୪୮ଟି ଘରେ…
Read More...

ଆସନ୍ତାକାଲିଠାରୁ ସମସ୍ତ ରୁଟରେ ଗଡିବ ‘ମୋ ବସ’

ଭୁବନେଶ୍ୱର- ଆସନ୍ତା ସୋମବାରରୁ ସମସ୍ତ ରୁଟରେ ଗଡିବ ମୋ ବସ । ସକାଳ ୭ଟାରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଏହି ସୁବିଧା ମିଳିବ ।ସପ୍ତାହାନ୍ତ ସଟ୍ଡାଉନ୍ରେ କେବଳ ରେଳ ଷ୍ଟେସନ୍ ଓ ବିମାନ ବନ୍ଦରକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ରୁଟ୍ରେ ମୋ ବସ୍ ସେବା ବନ୍ଦ ରହିବ । ବସ୍ରେ ଯାତ୍ରା ବେଳେ ମାସ୍କ…
Read More...

ରାସ୍ତାରେ ଯୁବତୀଙ୍କ ଠାରୁ ମୋବାଇଲ ଝାମ୍ପିନେଲେ ଦୁବୃର୍ତ୍ତ

ଭୁବନେଶ୍ୱର- ଭୁବନେଶ୍ୱରରେ ସଟଡାଉନରେ ମାତଲେଣି ଲୁଟେରା । ସକାଳି ସକାଳୁ ଯୁବତୀଙ୍କ ଠାରୁ ଝାମ୍ପି ନେଲେ ଦୁବୃର୍ତ୍ତ । ରବି ଟକିଜ ନିକଟରେ ଏଭଳି ଘଟଣା ଘଟିଛି ।ଘଟଣା ମୁତାବକ ଯୁବତୀ ଜଣଙ୍କ ବିଜେପିନଗରରୁ ଚାଲି ଚାଲି ମଲ୍କୁ ଯାଉଥିଲେ । ଏହି ସମୟରେ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ…
Read More...

ରାଜ୍ୟରେ ଦିନକରେ ୧୪୩୭ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର-ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୧୪୩୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୭୮୭୦୫ ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୩୨ ଜଣ…
Read More...

ରାସ୍ତାରେ ହୁ ହୁ ହୋଇ ଜଳିଗଲା ହାଇୱା ଟ୍ରକ

କାମାକ୍ଷାନଗର-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅନ୍ତର୍ଗତ ଭୁବନ ଥାନା ଦୟାଣାବିଲି ଛକ ରାସ୍ତାରେ ହୁ ହୁ ହୋଇ ଜଳିଗଲା ହାଈଓ୍ବା ଟ୍ରକ। ସ୍ଥାନୀୟ ଲୋକେ ଖବର ଦେବାପରେ ଭୁବନ ଅଗ୍ନିଶମ ବାହିନି ଯାଇ ନିଆଁକୁ ଆୟତ୍ତ କରିଥିଲେ । ହେଲେ ଟ୍ରକରେ ନିଆଁ ଲାଗିବାର ପ୍ରକୃତ କାରଣ ଜଣା ପଡିନଥିବା ବେଳେ…
Read More...

ଓଡିଆ ମୃତ ଶ୍ରମିକଙ୍କ ପରିବାରକୁ ୩ ଲକ୍ଷ ଲେଖାଏଁ ସହାୟତା ରାଶି :ଆନ୍ଧ ସରକାର

ଭୁବନେଶ୍ୱର- ଆନ୍ଧ୍ରପ୍ରଦେଶର ଗୁଣ୍ଟୁରର ଏକ ଚିଙ୍ଗୁଡି ଫ୍ୟାକ୍ଟିରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜୀବନ ଯାଇଥିବା ୬ଜଣ ଓଡିଆ ଶ୍ରମିକଙ୍କ ପରିବାରକୁ ଆନ୍ଧପ୍ରଦେଶ ସରକାର ସହାୟତା ରାଶି ଘୋଷଣା କରିଛନ୍ତି । ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ମୃତକଙ୍କ ପରିବାରକୁ ସମବେଦନା…
Read More...

ଟିକା କେନ୍ଦ୍ରରେ ଅବ୍ୟବସ୍ଥା ଦେଖି ଜିଲ୍ଲା ପ୍ରଶାସନର ବୈଠକ

ଚିଲିକା(ଦିବ୍ୟକାନ୍ତ ବେହେରା)-ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ବିଭିନ୍ନ ଟିକାକେନ୍ଦ୍ରରେ ଟୀକାଦାନକୁ ନେଇ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ଟୀକାକେନ୍ଦ୍ରରେ ଅବ୍ୟବସ୍ଥାକୁ ନେଇ କେଉଁଠି ମହିଳାମାନେ ରାସ୍ତା ଅବରୋଧ କରୁଛନ୍ତି ତ, ଆଉ କେଉଁଠି ଠେଲାପେଲା ହୋଇ ବହୁ ନାଗରିକମାନେ ଆହତ ମଧ୍ୟ…
Read More...

ଅରୁଣା ତରଫରୁ ଅସହାୟଙ୍କୁ ରାସନ ସାମଗ୍ରୀ ପ୍ରଦାନ

ଗଞ୍ଜାମ (ହରପ୍ରସାଦ ବିଷୋୟୀ)- ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ସ୍ୱଚ୍ଛାସେବୀ ଅନୁଷ୍ଠାନ ତରଫରୁ ଅସହାୟମାନଙ୍କୁ ରାସନ ସାମଗ୍ରୀ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କର କର କମଳରେ ପ୍ରଦାନ କରାଯାଇଛି ।ବାପା ଓ ମା ଙ୍କୁ ହରାଇଥିବା ୧୮ ବର୍ଷ ରୁ କମ ବୟସ ର ପିଲା ଙ୍କୁ ଏହି…
Read More...

ମାତ୍ର ଦେଢଟଙ୍କାର ମେଡିସିନରେ ଭଲ ହେଉଛନ୍ତି କରୋନା ରୋଗୀ

ନୂଆଦିଲ୍ଲୀ- ସାରା ବିଶ୍ୱରେ କରୋନା ସଂକ୍ରମଣ ତାର କାୟା ବିସ୍ତାର କରିସାରିଲେଣି । କରୋନା ରୋଗ ପାଇଁ ଏକ ଭଲ ପ୍ରତିଷେଧକ ବିକଶତ କରିବା ପାଇଁ ସାରା ବିଶ୍ୱର ଡାକ୍ତର ଓ ବୈଜ୍ଞାନିକମାନେ ସେମାନଙ୍କର ଉଦ୍ୟମ ଜାରି ରଖିଛନ୍ତି । ହେଲେ ମାତ୍ର କରୋନାକୁ ସମ୍ପୂର୍ଣ୍ଣଭାବେ ପ୍ରତିହତ କରାଯାଇ…
Read More...

ପାଞ୍ଚ ବର୍ଷର ଶିଶୁକୁ ହତ୍ୟା :ଆତ୍ମସମର୍ପଣ କଲା ହତ୍ୟାକାରୀ

ମାଲକାନଗିରି- ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚାଲିଗଲା ନିରୀହ ଶିଶୁର ଜୀବନ ।ମାଲକାନଗିରି ଜିଲ୍ଲା ଏମ୍ଭି-୧୯ ଗ୍ରାମରେ ଘଟିଛି ଏଭଳି ଘଟଣା । ପାଞ୍ଚ ବର୍ଷାର ନାବାଳକ ଶିଶୁକୁ ହତ୍ୟା କରିବା ପରେ ଶବକୁ ନିଜ ଘର ଭିତରେ ଲୁଚାଇ ରଖିଥିଲେ ହତ୍ୟାକାରି । ଏମ୍ଭି ଗ୍ରାମର ନାବାଳକ ଅଙ୍କିତ ମଣ୍ଡଳ…
Read More...