Browsing Tag

Sandhyarani panda

ପ୍ରଧାନମନ୍ତ୍ରୀ ବଣ୍ଟନ କଲେ ୭୧ ହଜାର ନିଯୁକ୍ତି ପତ୍ର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଜଗର ମେଲା ଅଧୀନରେ ନୂତନ ଭାବେ ନିଯୁକ୍ତ ନିଯୁକ୍ତିଦାତାଙ୍କୁ ପ୍ରାୟ ୭୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ ବଣ୍ଟନ କଲେ । ଏହି ଅବସରରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ନିଯୁକ୍ତ ଲୋକଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ।"ରୋଜଗାର ସୃଷ୍ଟି…
Read More...

ବିଶାଳ ଶ୍ରମିକ ସମାବେଶ ଅନୁଷ୍ଠିତ

ପାରାଦୀପ : ବନ୍ଦର ନଗରୀ ପାରାଦୀପ ରେ ବିଶାଳ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ପାରାଦୀପ ଜୟଦେବସଦନ ପଡିଆରେ ଏହି ବିଶାଳ ସମାବେଶରେ ବିଶିଷ୍ଟ ସର୍ବଭାରତୀୟ ଶ୍ରମିକ ନେତା ଶ୍ରୀଯୁକ୍ତ ଘନଶ୍ୟାମ ଜେନା ଯୋଗ ଦେଇ ଆଗାମୀ ଦିନରେ ଶ୍ରମିକ ମାନଙ୍କ ସମସ୍ୟା କମ୍ପାନୀ ମାନେ ନଶୁଣିଲେ ଲଢେଇ…
Read More...

ପଞ୍ଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ

ନବରଙ୍ଗପୁର/ମନୋଜ କୁମାର ନାୟକ : ଉମରକୋଟ ବ୍ଲକ ରେ ପଂଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଉମରକୋଟ ବ୍ଲକର ସମସ୍ତ ବିଭାଗର ସରକାରୀ କର୍ମଚାରୀ ଏବଂ ସମସ୍ତ ଦଳର କର୍ମୀ ଏବଂ ସରପଞ୍ଚ , ସମିତିସଭ୍ୟ ଉପସ୍ଥିତ ଥିଲେ । ଉକ୍ତ ବୈଠକରେ କୃଷି ବିଭାଗ,ମତ୍ସ୍ୟ ବିଭାଗ,…
Read More...

ଗୋଷ୍ଠି କେନ୍ଦ୍ର ଉଦଘାଟନ କଲେ ବିଧାୟକ

କେନ୍ଦୁଝର : ଘସିପୁରା ବ୍ଳକ ତରିମୂଳ ପଞ୍ଚାୟତ ରେକୁଟିଆ ସ୍ଥିତ ନିମଛକ ଗୋଷ୍ଠି କେନ୍ଦ୍ର ଉଦଘାଟିତ । ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ବଦ୍ରିନାରାୟଣ ପାତ୍ର ଯୋଗଦେଇ ଫିତାକାଟି ଭଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷା ସୁଜାତା ସାହୁ, ୧୦ ନଂ ଜିଲ୍ଲା ପରିଷଦ ସଭ୍ୟା…
Read More...

ଟ୍ରେନ ଦୁର୍ଘଟଣା: ପ୍ରାଣ ହରାଇଥିବା ପରିବାରଙ୍କ ପ୍ରତି ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଯାଜପୁର ଜିଲ୍ଲା କୋରେଇରେ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବାରୁ ମୁଖ୍ୟମନ୍ତ୍ରୀ ଦୁଖ ପ୍ରକାଶ କରିଛନ୍ତି । ପ୍ରାଣ ହାରାଥିବା ପରିବାର ପ୍ରତି ପ୍ରଧାନମନ୍ତ୍ରୀ ତାଙ୍କର ଗଭୀର ସମବେଦନା ଜଣାଇବା ସହ ପୀଡିତଙ୍କ ସମ୍ପର୍କୀୟଙ୍କ ନିକଟରୁ ପ୍ରତ୍ୟେକଙ୍କୁ ଦୁଇ ଲକ୍ଷ ଟଙ୍କା ବ୍ୟୟବରାଦ…
Read More...

କଂଗେସର ଷ୍ଟାର ପ୍ରଚାରକ ତାଲିକାରୁ ବାଦ ପଡିଲେ ମୋକିମ

ପଦ୍ମପୁର : ଆଜି ବିଜେପି,ବିଜେଡି ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଥିବା ବେଳେ ଏବେ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ହେଲେ ସେଥିରେ ନାହାନ୍ତି ମୋକିମ । ପଦ୍ମପୁର ଉପନିର୍ବାଚନ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ର ୪୦ ଜଣିଆ ତାରକା ପ୍ରଚାରକଙ୍କ ନାମ ତାଲିକା ଅଖିଳ ଭାରତ…
Read More...

ଡିସେମ୍ବର ୧୦ରୁ ଅନଲାଇନରେ ପଞ୍ଜିକୃତ ହୋଇଥିବା ଚାଷୀଙ୍କ ଠାରୁ କିଣାଯିବ ଧାନ

ନବରଙ୍ଗପୁର/ ଟୁକୁନା ଖୁରା: ନବରଙ୍ଗପୁର ଜିଲ୍ଲାରେ ଆସନ୍ତା ଡ଼ିସେମ୍ବର ଦଶ ତାରିଖରୁ ଧାନ ମଣ୍ଡି ରେ ଅନଲାଇନରେ ପଞ୍ଜିକୃତ ହୋଇଥିବା ଚାଷୀ ମାନଙ୍କ ଠାରୁ ଧାନ କିଣା ଯିବ। ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ…
Read More...

ସୂର୍ଯ୍ୟ ମନ୍ଦିରରେ ପାଳିତ ହେଲା ବିଶ୍ୱ ଐତିହ୍ୟ ସପ୍ତାହ

କୋଣାର୍କ : ଆଜି ଠାରୁ ସାତ ଦିନ ଧରି ପାଳିତ ହେଉଛି ବିଶ୍ୱ ଐତିହ୍ୟ ସପ୍ତାହ। ସମସ୍ତ ଐତିହ୍ୟ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ ଏହି ଦିବସ ପାଳନ ହେଉଥିବା ବେଳେ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ମଧ୍ୟ ଏହାକୁ ପାଳନ କରାଯାଇଛି । ଏଏସଆଇ ପକ୍ଷରୁ ଆୟୋଜିତ ଏହି କାର‌୍ୟ୍ୟକ୍ରମରେ ସୂର୍ଯ୍ୟ ମନ୍ଦିରକୁ ଆଜି…
Read More...

ଆଜି ବିଶ୍ୱର ପୁରୁଷମାନଙ୍କ ପାଇଁ ଦିନଟିଏ

ଭୁବନେଶ୍ୱର : ଆଜି ହେଉଛି ବିଶ୍ୱ ପୁରୁଷ ଦିବସ । ନଭେମ୍ବର ୧୯କୁ ବିଶ୍ୱ ଅନ୍ତର୍ଜାତୀୟ ପୁରୁଷ ଦିବସ ରୁପେ ପାଳନ କରାଯାଏ । ଏହି ଦିନଟି କେବଳ ପୁରୁଷମାନଙ୍କ ପାଇଁ । ଆଉ ଏହି ଦିନ ଆମ ଜୀବନର ସମସ୍ତ ପୁରୁଷ ମାନଙ୍କୁ ସମ୍ମାନିତ କରେ । ଏବଂ ସେମାନେ ଆମ ସମାଜରେ ଯୋଗଦାନ କରୁଥିବା ସାଂସ୍କୃତିକ,…
Read More...

ବୋଲସର ଗ୍ରାମରେ ଡାକ ମେଳା ଅନୁଷ୍ଠିତ

ଗଞ୍ଜାମ/ ରଜନୀକାନ୍ତ ପାତ୍ର : କବିସୂର୍ଯ୍ୟନଗର ବ୍ଳକ ବୋଲସର ଗ୍ରାମରେ ଆଜି ଡାକ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଡାକ ମେଳାରେ ଡାକ ବିଭାଗର ବହୁ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଷୋଇ, ସମ୍ମାନିତ ଅତିଥି ଭାବେ ଆସିକା ବିଧାୟିକା…
Read More...