Browsing Tag

sandalwood mafia

ସୁନ୍ଦରଗଡ଼ରେ ଚନ୍ଦନ କାଠ ମାଫିଆ ସକ୍ରିୟ

କୋଇଡା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ଖଣି ଅଞ୍ଚଳରେ ଚନ୍ଦନ ବୃକ୍ଷ ତସ୍କର ଗ୍ୟାଙ୍ଗ ସକ୍ରିୟ ଥିବା ଜଣାପଡ଼ିଛି । ଗତକାଲି କୋଇଡା ଥାନା ନିକଟସ୍ଥ ଶିବ ମନ୍ଦିର ପ୍ରାଙ୍ଗଣରେ ଥିବା ୧୫ ବର୍ଷରୁ ଉର୍ଦ୍ଧ୍ଵ ଚନ୍ଦନ ବୃକ୍ଷକୁ ସମ୍ପୂର୍ଣ୍ଣ କାଟି ଦୁର୍ବୃତ୍ତ ନେଇଯାଇଥିବା ବେଳେ ପାଖରେ ଥିବା ଆଉ ଏକ ଗଛ…
Read More...