ଲୋକମତ ସଂଦଦୀୟ ପୁରସ୍କାର ୨୦୨୩ ହାସଲ କରିଛନ୍ତି ଡକ୍ଟର ସସ୍ମିତ ପାତ୍ର
ଭୁବନେଶ୍ୱର: ଶ୍ରେଷ୍ଠ ସାଂସଦ ପୁରସ୍କାର ପାଇଛନ୍ତି ବିଜୁ ଜନତା ଦଳର ବରିଷ୍ଠ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର । ଲୋକମତ ସଂଦଦୀୟ ପୁରସ୍କାର ୨୦୨୩ ହାସଲ କରିଛନ୍ତି ସସ୍ମିତ ପାତ୍ର । ସେହିପରି କଂଗ୍ରେସ ଲୋକସଭା ସାଂସଦ ଶଶୀ ଥରୁର ବି ଏହି ପୁରସ୍କାର ଲାଭ କରିଛନ୍ତି। ଡକ୍ଟର ସସ୍ମିତ…
Read More...
Read More...