ଆଉ ନାହାନ୍ତି ପଶ୍ଚିମ ଓଡିଶାର ଗୀତିକାର ଓ ନାଟ୍ୟକାର ପଦ୍ମଶ୍ରୀ ବିନୋଦ ପଶାୟତ
ରିପୋର୍ଟର୍ସ ଟୁଡେ ବ୍ୟୁରୋ; ଆଉ ନାହାନ୍ତି ପଶ୍ଚିମ ଓଡିଶାର ଗୀତିକାର ଓ ନାଟ୍ୟକାର ପଦ୍ମଶ୍ରୀ ବିନୋଦ ପଶାୟତ । ଆଜି ସକାଳେ ସମ୍ବଲପୁର ସେନ୍ ପାର୍କ ସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୯୧ବର୍ଷ ବୟସରେ ତାଙଯକର ବିୟୋଗ ହୋଇଛି । ପରଲୋକ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି…
Read More...
Read More...