ନବୀନଙ୍କ ଉତ୍ତରାଧିକାରୀ ନେଇ ବଡ କଥା କହିଲେ ସମ୍ବିତ ରାଉତରାୟ ।
ବିଜେଡି ଦଳରେ ଦଳୀୟ ଅସନ୍ତୋଷ ଓ କନ୍ଦଳ ମଧ୍ୟରେ ବିଜେଡି ନେତା ସମ୍ବିିତ ରାଉତରାୟ ଆଉ ଏକ ବଡ ଖୁଲାସା କରିଛନ୍ତି । ଯାହା ପୁଣି ଥରେ ବିଜେଡି ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ଠିଆ କରୁଛି ସେ କହିଛନ୍ତି, ଅନେକ ନେତା ନିଜ ବ୍ୟକ୍ତିଗତ ଉଦ୍ୟମରେ ରାଜନୈତିକ ଭବିଷ୍ୟତ ଦେଖୁଛନ୍ତି। ଦଳରେ ତ୍ରୁଟି…
Read More...
Read More...