ସମ୍ବିତଙ୍କୁ ପାରାଦୀପବାସୀଙ୍କ ବିରୋଧ
(ମୃତ୍ୟୁଞ୍ଜୟ ଭୋଇ) ଭୁବନେଶ୍ୱର: ପାରାଦୀପ ପାଇଁ ବିଜେଡି ପକ୍ଷରୁ ଦାମ ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ଟିକେଟ ଦିଆଯାଇଥିବା ବେଳେ ଏହାକୁ ବିରୋଧ କରିଛନ୍ତି ପାରାଦୀପବାସୀ । ଆଜି ପାରଦୀପର ୨ ହଜାର ବିଜେଡି ସମର୍ଥକ ସମ୍ବିତଙ୍କ ଟିକେଟ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ଦାବି ପୂରଣ…
Read More...
Read More...