Browsing Tag

Sambalpur

୫ ବର୍ଷର ନାବାଳିକାକୁ ଦୁର୍ଷ୍କମ

ସମ୍ବଲପୁର: ସମ୍ବଲପୁରରେ ଲଜ୍ଜା । ସମ୍ବଲପୁର ସହର କ୍ଷେତରାଜପୁର ଥାନା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ନାବାଳିକାଙ୍କ ବାପାଙ୍କ ଏକ ଦୋକାନ ଥିବା ବେଳେ ନାବାଳକ ଜଣଙ୍କ ପ୍ରତିଦିନ ଯିବାଆସିବା କରି ଅତି ଘନିଷ୍ଠ ହୋଇଯାଇଥିଲେ । ତେବେ ଏହି…
Read More...

ସ୍ଥଗିତ ହେଲା ଅଫଲାଇନ ପରୀକ୍ଷା

ସମ୍ବଲପୁର: ସାରା ରାଜ୍ୟରେ ଚିନ୍ତା ବଢାଇଛି କରୋନା ସଂକ୍ରମଣ । ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ଜାରି କରିଛି କଟକଣା । ଏହି କ୍ରମରେ ବୁର୍ଲା ଭିମସାରର ଏମବିବିଏସ ଅଫଲାଇନ ପରୀକ୍ଷାକୁ ୨ ସପ୍ତାହ ପାଇଁ ସ୍ଥଗିତ ରଖାଯାଇଛି । କରୋନାରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି…
Read More...

ଆସନ୍ତା ୩୧ ଯାଏଁ ମା’ ସମଲେଶ୍ବରୀଙ୍କ ଦର୍ଶନରୁ ବଂଚିତ ହେବେ ଶ୍ରଦ୍ଧାଳୁ

(ସମ୍ବଲପୁର) : ଆଜିଠୁ ମା’ ସମଲେଶ୍ବରୀଙ୍କ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ । ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ହାର ବୃଦ୍ଧି ପାଉଥିବା ବେଳେ ଜିଲ୍ଲା ସମାନ ଦୃଶ୍ୟ ଦେଖିବାକୁ ମିଳୁଥିବାରୁ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ସୂଚନାନୁଯାୟୀ , ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ମା’ ଙ୍କ…
Read More...

ଭୀମସାରରେ ୧୦ କରୋନା ପଜିଟିଭ ଚିହ୍ନଟ

ସମ୍ବଲପୁର: ଭୀମସାରରେ ପୁଣି ୧୦ କରୋନା ଆକ୍ରାନ୍ତ ଚିହ୍ନଟ । ଯାହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୪ରେ ପହଞ୍ଚିଛି । କିଛିଦିନ ତଳେ ବୁର୍ଲା ସ୍ଥିତ ଭୀମସାରୁ ୫୦ରୁ ଅଧିକ ଛାତ୍ରଛାତ୍ରୀ କରୋନା ସଂକ୍ରମି ହୋଇଥିଲେ । ଏହାପରେ ବିଶ୍ୱବିଦ୍ୟାଳୟ ଅଧିକାଂଶ ଛାତ୍ରଛାତ୍ରୀ ଓ କର୍ତ୍ତୃପକ୍ଷଙ୍କର…
Read More...

ବୁର୍ଲା ଭୀମସାରରେ ୨୯ ଛାତ୍ରଛାତ୍ରୀ କରୋନା ସଂକ୍ରମିତ

ସମ୍ବଲପୁର: ବୁର୍ଲା ଭୀମସାରରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ସୋମବାର ୨୨ ଛାତ୍ର ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୭ଜଣ ଙ୍କ ନମୁନା କୋଭିଡ଼ ପଜିଟିଭ ଆସିଛି । ଏକାଧିକ ଡ଼ାକ୍ତର ଛାତ୍ରଛାତ୍ରୀ କୋଭିଡ଼ ସଂକ୍ରମିତ ଚିହ୍ନଟ ହେବା ପରେ ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ…
Read More...

ପୁରୁଷ ହକି ପ୍ରତିଯୋଗିତାରେ ରାଉରକେଲା ଚମ୍ପିଆନ

ସମ୍ବଲପୁର: ସମ୍ବଲପୁର ଅନ୍ତଃ ମହାବିଦ୍ୟାଳୟର ପୁରୁଷ ହକି ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ପାନିପୋଷ ସ୍ପୋର୍ଟସ ହଷ୍ଟେଲଠାରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ୧୨ଟି କଲେଜ ଅଂଶଗ୍ରହଣ କରିଥିଲେ । ଆଜିର ଫାଇନାଲ ମ୍ୟାଚରେ ହମିରପୁରର କଲ୍ୟାଣୀରାୟପୁର କଲେଜ ଏବଂ ରାଉରକେଲାର…
Read More...

ଆଜି ସମ୍ବଲପୁରରେ ବନ୍ଦ ଡାକରା ଦେଇଛି ବିଜେପି

(ସମ୍ବଲପୁର) : ଆଜି ସମ୍ବଲପୁର ବନ୍ଦ ଡାକରା ଦେଇଛି ବିଜେପି । ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗକୁ ନେଇ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ମମିତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ ନେଇ ବିଜେପି ପକ୍ଷରୁ…
Read More...

ଦାଦାବଟିକୁ ବିରୋଧ କରିବାରୁ ଆକ୍ରମଣ

ସମ୍ବଲପୁର: ରାଜ୍ୟରେ ଦିନକୁ ଦିନ ବଢୁଛି ବିଭିନ୍ନ ପ୍ରକାରର ଅପରାଧିକ ମାମଲା। ଆଜି ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ହୀରାକୁଦ ଅଞ୍ଚଳରେ। କୋଇଲା ଗାଡିରୁ ଦାଦାବଟି ମାଗୁଥିବା ବ୍ୟକ୍ତିଙ୍କୁ ବିରୋଧ କରିବାରୁ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଗାର୍ଡ। ସୂଚନା ଅନୁଯାୟୀ,…
Read More...

ହୀରାକୁଦର ଖୋଲିଲା ଆଉ ୬ ଗେଟ

ସମ୍ବଲପୁର: ଲଘୁଚାପ ପ୍ରଭାବରେ ଲଗାତାର ତିନି ଦିନର ବର୍ଷା ସାରା ରାଜ୍ୟକୁ ବେହାଲ କରିଛି । ପାଣି ଘେରରେ ଉବୁଟୁବୁ ହେଉଛି ବିଭିନ୍ନ ଜିଲ୍ଲା । ତେବେ କିଛି ସ୍ଥାନରେ ବର୍ଷା କମିଥିବା ବେଳେ ଉପର ମୁଣ୍ଡରେ ଏବେ ବର୍ଷା ଲଗି ରହିଛି । ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଜଳଭଣ୍ଡାର ଆଉ ୬ଟି ଗେଟ…
Read More...

ହତ୍ୟାକାଣ୍ଡରେ ୧୦ ଗିରଫ

ସମ୍ବଲପୁର: ସମ୍ବଲପୁର ପୋଲିସକୁ ସଫଳତା। ହତ୍ୟାକାଣ୍ଡ ଅଭିଯୋଗରେ ମୋଟ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସମ୍ବଲପୁର ଏସପି ପ୍ରକାଶ କରିଛନ୍ତି। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଭଳି ଦିନରେ ସମ୍ବଲପୁରରେ ଘଟିଯାଇଥିଲା ଏକ ଅଭାବନୀୟ…
Read More...