Browsing Tag

Sambalpur

ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ଗଣଦୁଷ୍କର୍ମ

ସମ୍ବଲପୁର: ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ଗଣଦୁର୍ଷ୍କମ କରିଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁରରେ । ଗତକାଲି ଅପରାହ୍ନ ଗୋଟାଏ ବେଳେ ଟାଙ୍ଗରମୁଣ୍ଡାରେ ଗାଡ଼ି ଫେଲ ହେବାରୁ ସେ ଚାଲି ଚାଲି ବାମରା ଆଡ଼କୁ ଆସୁଥିଲେ। ବାମରା ପାର୍ଶ୍ବରୁ ବାଇକରେ ଆସୁଥିବା ୨ ଜଣ ଯୁବକ ଉକ୍ତ…
Read More...

ନାଁ ବଦଳାଇଲା ବନ ବିଭାଗ: ଡିଅର ପାର୍କରୁ ହେଲା ସମ୍ବଲପୁର ଚିଡ଼ିଆଖାନା

ସମ୍ବଲପୁର: ମୋତିଝରଣସ୍ଥିତ ଡିଅର ପାର୍କର ନାଁକୁ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଏହା ‘ଡିଅର ପାର୍କ ଓ ବନ୍ୟଜନ୍ତୁ ସଂରକ୍ଷଣ କେନ୍ଦ୍ର ଥିବା ବେଳେ ବନ ବିଭାଗ ଏବେ ଏହାର ନାଁକୁ ପରିବର୍ତ୍ତନ କରି ‘ସମ୍ବଲପୁର ଚିଡ଼ିଆଖାନା ଓ ଉଦ୍ଧାର କେନ୍ଦ୍ର’ ଭାବେ ନାମିତ କରିଛି। ୧୯୮୦ ମସିହାରେ ଏହାକୁ…
Read More...

ଏ ବର୍ଷର ପ୍ରଥମ ବନ୍ୟାଜଳ ଛାଡିଲା ହୀରାକୁଦ

ସମ୍ବଲପୁର: ଖୋଲିଲା ହୀରାକୁଦ୍ ଡ୍ୟାମର ଗେଟ୍ । ଏବର୍ଷର ପ୍ରଥମ ବନ୍ୟାଜଳ ଛାଡିଲା ହୀରାକୁଦ । ପୂଜାର୍ଚ୍ଚନା ପରେ ୫ ଟି ଗେଟ୍ ଖୋଲାଯାଇଛି । ଏନେଇ ତଳିଆ ଅଞ୍ଚଳକୁ ସତର୍କ କରାଇଛନ୍ତି ହୀରାକୁଦ କର୍ତ୍ତୃପକ୍ଷ । ମୌସୁମୀ ପ୍ରଭାବରେ ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ନଦୀର…
Read More...

ସମ୍ବଲପୁର ଗସ୍ତରେ ଯାଇ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ

ସମ୍ବଲପୁର: ଗତ କାଲି ସମ୍ବଲପୁର ଗସ୍ତରେ ଯାଇ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ । ମା ସମ୍ବଲେଶ୍ୱରୀଙ୍କ ପୀଠର କାର୍ଯ୍ୟର ଅନୁଦ୍ଧାନ କରିଛନ୍ତି ।  ନବନିର୍ମିତ ପୂର୍ବଦ୍ବାର ଦେଇ ପ୍ରଥମେ ମା ସମଲେଶ୍ବରୀଙ୍କୁ ଦର୍ଶନ କରିଥିଲେ । ପରେ ମନ୍ଦିରର ଉନ୍ନତିକରଣ…
Read More...

ଅଧ୍ୟାପକ ବିଶ୍ୱମୋହନ ଜେନା ହେଲେ ଏନଏସଏସ ବ୍ୟୁରୋ ରାଜ୍ୟ ସଂଯୋଜକ

ସମ୍ବଲପୁର:ସମ୍ବଲପୁର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମହାବିଦ୍ୟାଳୟ(ଏନଏସଏସିବି)ର ବରିଷ୍ଟ ଅଧ୍ୟାପକ ଡ.ବିଶ୍ୱରଞ୍ଜନ ଜେନାଙ୍କୁ ଜାତୀୟ ସାମାଜିକ ସେବା ସଂସ୍ଥା (ଏନଏସଏସିବି) ବ୍ୟୁରୋ ରାଜ୍ୟ ସଂଯୋଜକ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ଶ୍ରୀ ଜେନାଙ୍କ ଏହି ନିଯୁକ୍ତି ନେଇ ବିଭିନ୍ନ…
Read More...

ଦୀର୍ଘ ୧୦ ଦିନ ପରେ ସ୍ୱାଭାବିକ ହେଲା ଇଣ୍ଟରନେଟ ସେବା

ସମ୍ବଲପୁର: ସମ୍ବଲପୁରରେ ସ୍ୱାଭାବିକ ହେଲା ଇଣ୍ଟରନେଟ ସେବା । ଦୀର୍ଘ ୧୦ ଦିନ ପରେ ଜିଲ୍ଲାରେ ଇଣ୍ଟରନେଟ୍ ସେବା ସ୍ୱାଭାବିକ ହୋଇଛି। ଆଜି ସକାଳ ୬ଟାରୁ ମୋବାଇଲରେ ଇଣ୍ଟରନେଟ୍ ସେବା କାର୍ୟ୍ୟକ୍ଷମ ହୋଇଥିବା ଜଣାଯାଇଛି। ଏହାଫଳରେ ଲୋକଙ୍କ ଭିତରେ ଆନନ୍ଦର ଲହରୀ ଖେଳିଯାଇଛି। ଗତକାଲି ସନ୍ଧ୍ୟା…
Read More...

ସମ୍ବଲପୁର ସାଂପ୍ରଦାୟୀକ ଦଙ୍ଗା ସଂପର୍କରେ କେନ୍ଦ୍ର ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍…

ଭୁବନେଶ୍ୱର : ହନୁମାନ ଜୟନ୍ତୀ ପାଳନ ଅବସରରେ ଗତ ଏପ୍ରିଲ ୧୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ସହରରେ ଅଭାବନୀୟ ସାଂପ୍ରଦାୟୀକ ହିଂସାକାଣ୍ଡ ଓ ଗଣ୍ଡଗୋଳ ଘଟିଯାଇଥିଲା । ସଂଘବଦ୍ଧ ଆକ୍ରମଣ କାରଣରୁ ବହୁ ସଂଖ୍ୟାରେ ସାଧାରଣ ଜନତାଙ୍କ ସମେତ ପୋଲିସ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।…
Read More...

ସମ୍ବଲପୁରରେ ଆଉ ୨୪ ଘଣ୍ଟା ଇଣ୍ଟରନେଟ ସେବା ବନ୍ଦ

ସମ୍ବଲପୁର: ସମ୍ବଲପୁରରେ ଅଇ ୨୪ ଘଣ୍ଟା ବନ୍ଦ ରହିବ ଇଣ୍ଟର ନେଟ ସେବା ।ଆସନ୍ତା କାଲି ସକାଳ ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ ସେବା । ଏହି ସମୟରେ ହ୍ୱାଡସପ୍, ଟୁଇଟର , ଫେସବୁକ, ଇନଷ୍ଟାଗ୍ରାମ ବନ୍ଦ ରହିବ । ସମ୍ବଲପୁରରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ କର୍ଫ୍ୟୁ କୋହଳ ହୋଇଥିବା…
Read More...

ସମ୍ବଲପୁରରେ ଆସନ୍ତା ୧୭ ତାରିଖ ଦିନ ୧୦ଟା ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ଆହୁରି ୨ଦିନ ବନ୍ଦରହିବ ଇଣ୍ଟରନେଟ ସେବା । ରାଜ୍ୟ ଗୃହ ବିଭାଗ ଆସନ୍ତା ୧୭ ତାରିଖ ଦିନ ୧୦ଟା ଯାଏଁ ଇଣ୍ଟରନେଟ୍ ସେବା ବନ୍ଦ ରହିବା ନେଇ ବିଜ୍ଞପ୍ତି ଜାରି କରାଯାଇଛି। ସମ୍ବଲପୁର ଜିଲ୍ଲାରେ ଲାଗି ରହିଥିବା ଉତ୍ତେଜନା ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ଏଭଳି…
Read More...

୧୨ ଘଣ୍ଟା ପରେ ମିଳିଲା ଭିସୁଟ୍ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତଦେହ

ସମ୍ବଲପୁର: ସମ୍ବଲପୁରରେ ପିସି ବ୍ରିଜ୍‌ରୁ ଡେଇଁ ଭିସୁଟ୍ ଛାତ୍ରୀ ନିଖୋଜ ଘଟଣା ।। ବୁର୍ଲା ଭିସୁଟ୍‌ର ଜଣେ ପୂର୍ବତନ ଛାତ୍ରୀ ପାୱାର ଚାନେଲ୍‌ ବ୍ରିଜ୍‌ରୁ ପାଣିକୁ ଡେଇଁ ନିଖୋଜ ଥିଲେ। ୧୨ ଘଣ୍ଟା ପରେ ମିଳିଲା ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତଦେହ। ଗତକାଲି ବିଳମ୍ବିତ ରାତି ଯାଏ ଖୋଜାଖୋଜି…
Read More...