ହୀରାକୁଦ ଡ୍ୟାମରେ ୨୨ ଗେଟ ଦେଇ କରାଯାଉଛି ଜଳ ନିଷ୍କାସିତ
ସମ୍ବଲପୁର: ପୁଣି ଖୋଲିଲା ହିରାକୁଦ ଜଳଭଣ୍ଡାରର ଗେଟ୍ । । ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍ ଖୋଲାଯାଇଛି । ମୋଟ ୨୨ ଗେଟ ଦେଇ କରାଯାଉଛି ବନ୍ୟାଜଳ ନିଷ୍କାସିତ । ବର୍ତ୍ତମାନ ବାମ ପାଶ୍ୱର୍ର ୧୪ ଓ ଡାହାଣ ପାଶ୍ୱର୍ର ୮ ଗେଟ ଖୋଲା ଯାଇ ଜଳ ଛଡାଯାଉଥିବା କୁହାଯାଉଛି । ତେବେ ହୀରକୁଦ ଜଳ ଭଣ୍ଡାରରେ…
Read More...
Read More...