Browsing Tag

Salepur

କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ

ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ)- କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଗୁଣୁପୁର ଗାଁ ରେ ଇଟାଭାଟି ରେ କାମ କରୁଥିବା ଅବସ୍ଥାରେ ଶ୍ରମିକଙ୍କ ମୃତ୍ୟୁ। ମୃତ ଶ୍ରମିକ ହେଉଛନ୍ତି, ଛତିଶଗଡର ମନୋହରଣ ସାହୁ। ଏଠାରେ ଦୀର୍ଘଦିନରୁ ଇଟାଭାଟିରେ କାମ କରି ମନୋହରଣ ନିଜ ପରିବାରର ପ୍ରତିପୋଷଣ କରୁଥିଲେ।…
Read More...

ବିଜୟୀ ପ୍ରାର୍ଥୀଙ୍କୁ ପରାଜୟ ଘୋଷଣା କରାଯିବା ଯୋଗୁଁ ବ୍ଲକ୍ ଅଫିସ୍ ସମ୍ମୁଖରେ ଧାରଣା

ସାଲେପୁର : କଟକ ଜିଲ୍ଲା ସାଲେପୁର ବ୍ଲକ୍ ଶିସୁଆ ପଞ୍ଚାୟତ ର ୭ନମ୍ୱର ୱାର୍ଡର ୱାର୍ଡ ମେମ୍ବର ଭାବରେ ଜୟଦେବ ରାଉତ ୧୯୧ଖଣ୍ଡ ଭୋଟ ପାଇ ବିଜୟୀ ହୋଇ ଥିଲେ। ସାଲେପୁର ହାଇସ୍କୁଲ ପରିସରରେ ଭୋଟ ଗଣତି ହୋଇଥିଲା। ଏଜେଣ୍ଟ ଭାବରେ ନିଜେ ଜୟଦେବ ରାଉତ ବସିଥିଲେ।ତାଙ୍କ ସମ୍ମୁଖରେ ଭୋଟ ଗଣତି କରି…
Read More...

ବେଧଡ଼କ ଚାଲିଥିଲା ବାଲି ଓ ପଥର ଚୋରା ଚାଲାଣ

ସାଲେପୁର: ବେଆଇନ୍ ବାଲି ଓ ପଥର ବୋଝେଇ ହାଇଓ୍ୱା ଜବତ । କଟକ ଜିଲ୍ଲା ସାଲେପୁର ତହସିଲ ଅଧିନରେ ଥିବା ବିଭିନ୍ନ ସ୍ଥାନମାନଙ୍କୁ ଚଢାଉ କରି ଏନ୍ଫୋର୍ସମେଣ୍ଟ ଟିମ୍ର ଚଢାଉ ବେଳେ ୮ଟି ହାଇଓ୍ୱା ଜବତ ହୋଇଛି । ସୂଚନା ଅନୁଯାୟୀ, କଟକ ଜିଲ୍ଲା ସାଲେପୁରର ବିଭିନ୍ନ ସ୍ଥାନମାନଙ୍କ ବେଆଇନ୍ ଭାବେ ବାଲି…
Read More...

ବାଲାଟ୍ ବକ୍ସର ସୁରକ୍ଷାକୁ ନେଇ ପ୍ରଶ୍ନ

ସାଲେପୁର: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ୪୧ଟି ପଞ୍ଚାୟତ ର ୫୯୦ଟି ବାଲଟ ବାକ୍ସ ନିଶ୍ଚିତକୋଇଲି ପିପି କଲେଜରେ ଥିବା ବେଳେ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ ! ଯାହାକୁ ନେଇ ତାତିଛନ୍ତି ଲୋକେ । ଏନେଇ ସ୍ଥାନୀୟ ବିଡିଓ ତଥା ବ୍ଲକ ନିର୍ବାଚନ ଅଧିକାରୀ କୌଣସି ପ୍ରାଥୀକୁ ସାଙ୍ଗରେ ନନେଇ…
Read More...

ନିଖିଳ ଓଡ଼ିଶା ଆଇନଜୀବୀ ସମ୍ମିଳନୀ ଉଦଯାପିତ

ସାଲେପୁର: କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ସତ୍ୟଭାମାପୁର ଠାରେ ଆଜି ନିଖିଳ ଓଡିଶା ଆଇନଜୀବୀ ସମ୍ମିଳନୀର ଉଦଯାପନ କରାଯାଇଛି। ଏହି ସଭାରେ ବିଧାନ ସଭାର ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଯୋଗୋଦେଇ ଆଇନଜୀବୀ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଅଲ୍ ଓଡିଶା ଲୟର…
Read More...

ବହୁଗ୍ରାମ ପଞ୍ଚାୟତରେ ବିଜେଡ଼ିର ମିଶ୍ରଣ ପର୍ବ

ସାଲେପୁର(ତାରାକାନ୍ତ ନାୟକ): କଟକ ସାଲେପୁର ବ୍ଲକ ବହୁଗ୍ରାମ ପଞ୍ଚାୟତରେ ବିଜେଡିର ସଂକଳ୍ପ ସମାବେଶ ଏବଂ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବିଜୁ ଯୁବ ଜନତା ଦଳର ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ୱଜିତ ଚାଟାର୍ଜୀଙ୍କ ନେତୃତ୍ୱରେ ପୂର୍ବତନ ସରପଞ୍ଚ ତଥା ବିଜେପିର ବରିଷ୍ଠ ନେତା ଗଗନ ବିହାରି…
Read More...

ପୂର୍ବତନ ବିଧାୟକ କାଳିନ୍ଦୀ ବେହେରାଙ୍କ ଜନ୍ମ ଜୟନ୍ତୀ ପାଳିତ

ସାଲେପୁର(ତାରାକାନ୍ତ ନାୟକ) ସାଲେପୁର ର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ କାଳିନ୍ଦୀ ଚରଣ ବେହେରାଙ୍କ ୮୨ତମ ଜନ୍ମ ଜୟନ୍ତୀ ବାଲିସାହି ପଞ୍ଚାୟତ ବିଶେଶ୍ୱର ମହାଦେବ ମନ୍ଦିର ପରିସରରେ କାଳିନ୍ଦୀ ବେହେରା ସ୍ମୃତି ସଂସଦ ତରଫରୁ ଅନୁଷ୍ଠିତ ହୋଇଛି। ସକାଳ ଆଠଟାରୁ ବାହାରି ସାଲେପୁର କଲେଜ ରେ…
Read More...

ସାଲେପୁର ସ୍ଵୟଂଶାସିତ ମହାବିଦ୍ୟାଳୟରେ ରକ୍ତଦାନ ଶିବିର

ସାଲେପୁର(ତାରାକାନ୍ତ ନାୟକ): କଟକ ଜିଲ୍ଲା ସାଲେପୁର କଲେଜ ପରିସରରେ ସମ୍ବାଦ ଆମ ଓଡ଼ିଶା ଏବଂ NSS ବିଭାଗର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧକ୍ଷ ପ୍ରଫେସର ଡ଼ଃ ଉମାକାନ୍ତ ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜିତ ଶିବିରକୁ ସାଲେପୁର…
Read More...

ଅନାଥ ପରିବାର ପ।ଇଁ ‘ସେବା’

ସାଲେପୁର(ତାରାକାନ୍ତ ନାୟକ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ରାମକୃଷ୍ଣପୁର ଗ୍ରାମର ଦୁଇ ଅନାଥ ପରିବାରକୁ ସହାୟତାର ହାତ ବଢ।ଇଛି ସ୍ୱେଚ୍ଛାସେବୀ ସଂଗଠନ ‘ସେବା’ । ଉଭୟଙ୍କୁ ସଂଗଠନ ତରଫରୁ ଆର୍ଥିକସହାୟତା ସହିତ ରାସନ ସାମଗ୍ରୀ ପ୍ରଦାନ କରାଯାଇଛି । ଗ୍ରାମର ବାବାଜୀ ମଲ୍ଲିକଙ୍କ ମୃତ୍ୟୁ…
Read More...

ପଣସ ପାଇଁ ରାକ୍ଷାସ ସାଜିଲା ମଣିଷ

ସାଲେପୁର(ତାରାକାନ୍ତ ନାୟକ): କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ମୋଦିପଡ଼ା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ପଣସ କଟାକୁ ନେଇ ହୋଇଛି ୭୦ବର୍ଷ ବୃଦ୍ଧଙ୍କ ହତ୍ୟା। ପୂର୍ବରୁ ଜମି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଲାଗି ରହିଥିଲା ବିବାଦ। ତେବେ ଗତ କାଲି କରିମ୍ ବକ୍ସଙ୍କ…
Read More...