ସରପଞ୍ଚ ଟାଣିଲେ ୱାର୍ଡମେମ୍ବରଙ୍କ ଶାଢୀ!
ସାଲେପୁର : ଶାଢୀ ଟାଣୀ ମାଡ ଓ ଅଶ୍ଳୀଳ ଗାଳି । ପୂର୍ବତନ ସରପଞ୍ଚଙ୍କ ନାଁ ରେ ସାଘାଂତିକ ଅଭିଯୋଗ। ଏକା ଦେଖି ମହିଳାଙ୍କୁ କରୁଛନ୍ତି ଅଶ୍ଳୀଳ ବ୍ୟବହାର। ଶାଢ଼ୀ ଟାଣିବା ସହ ଜୀବନରୁ ମାରିଦେବାକୁ ଧମକ । ନ୍ୟାୟ ପାଇଁ ଥାନାରେ ପହଁଚିଲେ ମହିଳା । ଦର୍ଶକବନ୍ଧୁ ଦିନକୁ ଦିନ କଳୁଷିତ ହେବାରେ ଲାଗିଛି…
Read More...
Read More...