Browsing Tag

Salepur

ଯୁବକର ମୃତ୍ୟୁକୁ ନେଇ ସନ୍ଦେହ

ସାଲେପୁର: ଯୁବକ ର ଆତ୍ମହତ୍ୟା ନାଁ ହତ୍ୟା ସାଲେପୁର ଥାନାରେ ଅଭିଯୋଗ।  ଯୁବକ ଜଣକ ହେଲେ  ବାରବାରି ଗାଁର ନବୀନ କାଣ୍ଡି ପୁଅ ବାପିନା କାଣ୍ଡି । ବୟସ କୋଡିଏ।  ଘଟଣା ଘଟିଛି ସାଲେପୁର ଥାନା ଶଙ୍କରପୁର ମାମୁଁଘର ଗାଁରେ। ପିଲାବେଳୁ ଶଙ୍କରପୁର ଗାଁରେ ମାମୁଁ ଘରେ ରହି ଆସୁଥିଲେ। ଗତକାଲି ରାତିରେ…
Read More...

ବିଜେଡି ପକ୍ଷରୁ ଜନସଂପର୍କ ପଦଯାତ୍ରା

ସାଲେପୁର/ତାରାକାନ୍ତ ନାୟକ: କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ଚନ୍ଦ୍ରାଦେଇପୂର୍ ପଞ୍ଚାୟତ ରେ ବିଜୁ ଜନତା ଦଳ ପକ୍ଷରୁ ଏକ ଜଣ ସଂପର୍କ ପଦ ଯାତ୍ରା ଯୁବନେତା ତଥା ସମାଜସେବୀ ବିରଞ୍ଚି ନାରାୟଣ କରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଛି।ଏହି ପଦ ଯାତ୍ରାରେ ମୁଖ୍ୟ ଅତିଥି ଭାବେସାଲେପୁର…
Read More...

ସାଲେପୁର ବହୁଗ୍ରାମ ପଞ୍ଚାୟତରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ଉଦଘାଟନ

ସାଲେପୁର/ ତାରାକାନ୍ତ ନାୟକଙ୍କ:- ଆଜି ସାଲେପୁର ବ୍ଲକ ବହୁଗ୍ରାମ ପଞ୍ଚାୟତର ବିଭିନ୍ନ ଉନୟନ ମୂଳକ କାର୍ୟ୍ୟ ର ଉଦଘାଟନ ହୋଇଛି ।ଏହି ପଦଯାତ୍ରାରେ ବହୁଗ୍ରାମ ପଣ୍ଡାସାହିଠାରୁ ଆରମ୍ଭ ହୋଇ ବିଶ୍ୱନାଥ ପୁର, ସିଙ୍ଗମାପୁ, ବାହାଦୁଲାପାଟଣା ଠାରେ ଶେଷ ହୋଇଥିଲା । ସାଲେପୁର ବ୍ଲକ ବହୁଗ୍ରାମ ଠାରେ…
Read More...

ପ୍ରାଣୀ ଚିକିତ୍ସାଳୟ କର୍ମଚାରୀଙ୍କ ଶପଥ ପାଠ

ସାଲେପୁର/ ତାରାକାନ୍ତ ନାୟକ: ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ସାଲେପୁର ପ୍ରାଣୀ ଚିକିତ୍ସାଳୟ ପରିସରରେ ତାଙ୍କ ଅଧୀନରେ ଥିବା ସମସ୍ତ ପ୍ରାଣୀ ସହାୟକ କେନ୍ଦ୍ର ର କର୍ମଚାରୀ ମାନେ ଜନସାଧାରଣଙ୍କୁ ଦୁର୍ନୀତି ମୁକ୍ତ ସେବା ଯୋଗାଇ ଦେବା ପାଇଁ ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ର ରଖି…
Read More...

ସାଲପୁରରେ ଗିରିଗୋବର୍ଦ୍ଧନ ପୂଜା

ସ।।ଲେପୁର /କୃଷ୍ଣଙ୍କୁ କିଏ କେତେ ପ୍ରକାର ପୂଜା କରିଥାନ୍ତି ସେମିତି କୃଷ୍ଣଙ୍କୁ ବି ଗିରିଗୋବର୍ଦ୍ଧନ ଭାବେ ପୂଜା କରାଯାଏ । ପୁରାଣ ବର୍ଣ୍ଣିତ ଶ୍ରୀ କୃଷ୍ଣ ଯେତେବେଳେ ଇନ୍ଦ୍ରରାଜା ଙ୍କ କୋପ ରେ ମୁଷଳ ଧାରା ରେ ବର୍ଷା ଜାରି ରଖିଥିଲେ ସେତେବେଳେ ଗୋପାଳ ମାନଙ୍କ ସମେତ ବହୁ ଗୋମାତା ମାନେ ନିଜ…
Read More...

ସାଲେପୁର ସରକାରୀ ସ୍କୁଲରୁ ଲୁଟ୍

ସାଲେପୁର/ ତାରାକାନ୍ତ : କଟକ ଜିଲ୍ଲା ସାଲେପୁର ବ୍ଲକ ପିକୋଳ ପଞ୍ଚାୟତ ସାଇଁପଡା ଉର୍ଦ୍ଦୁ ସରକାରୀ ପ୍ରାଥମିକ ବିଦ୍ୟାଳୟ ରୁ ଗତକାଲି ବିଳମ୍ବିତ ରାତିରେ ବ୍ୟାପକ ଲୁଟ୍ ହୋଇଛି । ଗତ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ସ୍କୁଲତାଲା ଭାଙ୍ଗି ଗ୍ୟାସଟାଙ୍କି, ଚୁଲା, ଗ୍ରାଇଣ୍ଡର, ପାଣି ମଟର,…
Read More...

ଦକ୍ଷିଣ କାଳୀ ସଂଘ ପକ୍ଷରୁ ରକ୍ତଦାନ ଶିବିର

ସାଲେପୁର/ ଜ୍ୟୋସ୍ନାରାଣୀ ସିଂ :ଆଜି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ପଂଚାୟତ ମା' ଦକ୍ଷୀଣ କାଳୀ ସେବକ ସଂଘ ହରିରାଜପୁର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ହରିରାଜପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହାକୁ…
Read More...

ସାଲେପୁରରେ ଚୋରା ବାଣ ଜବତ

ସାଲେପୁର(ତାରାକାନ୍ତ ନାୟକ): ବିଳମ୍ବିତ ରାତିରେ ଜଗତପୁର ଆଇ ଆଇସି ରବିନ୍ଦ୍ର ମେହେରଙ୍କ ତତ୍ୱବଧାନରେ ଆଜି ସାଲେପୁର ବ୍ଲକର ତ୍ରିଲୋଚନପୁର, ଚମ୍ପତି, ପଦ୍ମପୁର ଗାଁରେ ଚଢ଼ାଉ କରି ବହୁ ପରିମାଣରେ ବାଣ ତାଳ ଫୋଟକା, ଘରି, ହାବିଳି, ଶୂନଫୋଟକା, ଫୁଲଝରି, ଛୋଟ ଗଡ଼ମା,ବଡ଼ ଗଡ଼ମା ଆହୁରି ବିଭିନ୍ନ…
Read More...

ସାମ୍ବାଦିକ ପ୍ରଫୁଲ୍ଲ ମିଶ୍ରଙ୍କ ପିତୃ ବିୟୋଗ

ସାଲେପୁର(ତାରାକାନ୍ତ ନାୟକ) : ଗତକାଲି ଗର୍ଭଣା ସଂକ୍ରାନ୍ତିର ପ୍ରାତଃ ସମୟରେ ସାଲେପୁର ବରିଷ୍ଠ ନାଗରିକ ଶିବଚରଣ ନାୟକଙ୍କ ପରଲୋକ ଘଟିଛି ।ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ ମିଶ୍ରଙ୍କ ବାପା ହେଉଛନ୍ତି ସ୍ୱର୍ଗତଃ ଶିବଚରଣ ମିଶ୍ର । ବ୍ରେନ୍ ଷ୍ଟ୍ରୋକ ରେ ଆକ୍ରାନ୍ତ ହୋଇ କଟକ ବଡ଼ ଡ଼ାକ୍ତରଖାନାରେ…
Read More...

ନବକିଶୋର ସାହୁ ସ୍ମାରକୀ ଫୁଟବଲ

ସାଲେପୁର : ସାଲେପୁର ବ୍ଲକ୍ ଗୋପୀନାଥପୁରସ୍ଥିତ ହରିଡାପଡ଼ିଆରେ ଚାଲିଥିବା ଦଶମ ନବକିଶୋର ସ୍ମାରକୀ ଫୁଟବଲ ପ୍ରତିଯୋଗିତାର ଆଜି ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି।ଭୁବନେଶ୍ୱରର , ଗଣ୍ଡରପୁର  ୟୁନାଇଟେଡ କ୍ଲବ ଫାଇନାଲରେ ଚମ୍ପିୟାନ ହୋଇଛି।ଏଥିରେ ଗଣ୍ଡରପୁର ର ୟୁନାଇଟେଡ ଫୁଟବଲ ଟିମ୍ ଓ…
Read More...