ଅଚିହ୍ନା ଯୁବକଙ୍କର ମୃତଦେହ ଉଦ୍ଧାର
( ତାରାକାନ୍ତ ନାୟକ) : ଅଚିହ୍ନା ଯୁବକଙ୍କର ମୃତଦେହ ଉଦ୍ଧାର । କିଶନନଗର ଥାନା ପୁରୁଣାହାଟ ନିକଟ ମହାନଦୀରେ ଯୁବକଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକମାନେ ଉଦ୍ଧାର କରିଥିଲେ । ମୃତଯୁବକ ନାଲିରଙ୍ଗର ଫୁଲ ସାର୍ଟ , ଜିନ୍ସ ପ୍ୟାଣ୍ଟ, ବେକରେ ଚେନ ହାତରେ ବ୍ରେସଲେଟ ଘଣ୍ଟା ପିନ୍ଧିଥିଲେ ।…
Read More...
Read More...