ବିବାଦରେ ସାଇ ପଲ୍ଲବୀ
ହାଇଦ୍ରାବାଦ: ବିବାଦରେ ଫସିଲେ ସାଉଥ ହିରୋଇନ ସାଇ ପଲ୍ଲବୀ । କାଶ୍ମୀର ପଣ୍ଡିତଙ୍କୁ ନେଇ ସେ ଦେଇଥିବା ମନ୍ତବ୍ୟ ପାଇଁ ଚାରିଆଡେ ତାଙ୍କୁ ବିରୋଧ କରାଯାଉଛି । ନିକଟରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ବିରାଟ ପର୍ବମର’ ପ୍ରମୋସନରେ ଖୁବ୍ ବ୍ୟସ୍ତଥିଲେ। ସେ ଏକ ସାକ୍ଷାତାକରରେ ଏପରି କିଛି କହିଛନ୍ତି…
Read More...
Read More...