ସୈଫଙ୍କୁ ଛୁରାମାଡ, ଅଭିଯୁକ୍ତ ବାଂଲାଦେଶୀ ବୋଲି ପୋଲିସର ସୂଚନା..
ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ କରିଥିବା ମୁଖ୍ୟ ଅଭିଯୁକ୍ତ ଗିରଫ। ୭୨ ଘଣ୍ଟା ପରେ ମହାରାଷ୍ଟ୍ରର ଥାନେରୁ ଗିରଫ କରିଛି ମୁମ୍ବାଇ ପୋଲିସ। ମୁଖ୍ୟ ଅଭିଯୁକ୍ତର ନାଁ ବିଜୟ ଦାସ, ତାର ଘର ପଶ୍ଚିମବଙ୍ଗରେ। ସେ ଥାନେର ହୀରାନନ୍ଦାନି ବସ୍ତିରେ ଶ୍ରମିକଙ୍କ ସହ ଲୁଚି ରହିଥିଲା। ସେ ଏକ ହୋଟେଲରେ…
Read More...
Read More...