ସୁଟିଂ ସେଟରେ ଶାହରୁଖ ଖାନ୍ ଆହତ, ବ୍ରିଟେନରେ ଚାଲିଛି ଚିକିତ୍ସା
ମୁମ୍ବାଇ: ବଲିଉଡ ବାଦଶାହ ଶାହରୁଖ ଖାନ ଆହତ। ମୁମ୍ବାଇରେ ଫିଲ୍ମ ‘କିଙ୍ଗ’ର ଏକ ଆକ୍ସନ ଦୃଶ୍ୟ ସୁଟିଂ ସମୟରେ ଶାହରୁଖ ଖାନ ଆହତ ହୋଇଛନ୍ତି । ତାଙ୍କ ପିଠିରେ ଆଘାତ ଲାଗିଛି। ଏହି ଆଘାତ ଗୁରୁତର ନୁହେଁ ଏବଂ ଅଭିନେତା ଧୀରେ ଧୀରେ ସୁସ୍ଥ ହେଉଛନ୍ତି।
ଶାହରୁଖ ଖାନ ବର୍ତ୍ତମାନ ମୁମ୍ବାଇରେ ତାଙ୍କ…
Read More...
Read More...