Browsing Tag

sagar

ଶିଶୁଙ୍କ ପ୍ରତି ଯୌନ ଶୋଷଣ ମାମଲାରେ ସିବିଆଇ ଯାଞ୍ଚ

ଭୁବନେଶ୍ୱର : ଅନଲାଇନରେ ଶିଶୁଙ୍କ ପ୍ରତି ଯୌନ ଶୋଷଣ ମାମଲା ଆରମ୍ଭ ହେଲା ଯାଞ୍ଚ । ଦେଶବ୍ୟାପି ୧୪ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ସ୍ଥାନରେ ସିବିଆଇ ପକ୍ଷରୁ ଚଢାଉ ଜାରିରହିଛି । ଭାରତରେ ଏପର୍ଯ୍ୟନ୍ତ ୭୬ଟି ସ୍ଥାନରେ ଯାଞ୍ଚ ଆରମ୍ଭ କରିଛି ସିବାଆଇ । କେବଳ ୧୪ ନଭେମ୍ବର ରେ ୨୩ ଟି ମାମଲା…
Read More...

ଆଜି ଜାତୀୟ ପ୍ରେସ ଦିବସ

ଭୁବନେଶ୍ୱର : ସେଦିନ ଥିଲା ୧୯୬୬ ମସିହା ନଭେମ୍ବର ୧୬ ତାରିଖ । ଭାରତରେ ପ୍ରଥମ ଥର ପାଇଁ ପ୍ରେସ ଆୟୋଗ ନିଜର କାର୍ଯ୍ୟ ଆରମ୍ଭ କଲା । ଭାରତର ଜନସାଧାରଣଙ୍କ ପାଇଁ ଅଭିବ୍ୟକ୍ତିର ସ୍ୱାଧିନତାକୁ ରକ୍ଷା କରିବା ଗଠିନ ହେଲା ପ୍ରେସ କାଉନସିଲ । ଏବଂ ଏଥିପାଇଁ ପ୍ରତିବର୍ଷ ନଭେମ୍ବର ୧୬ ତାରିଖକୁ…
Read More...

ଗିରଫ ମହିଳା ସାମ୍ବାଦିକଙ୍କୁ ଜାମିନ

ନୂଆଦିଲ୍ଲୀ :  ବିଦ୍ୱେଷ ସୃଷ୍ଟିକାରୀ ଖବର ପ୍ରକାଶ ନେଇ ଗିରଫ ହୋଇଥିବା ୨ ମହିଳା ସାମ୍ବାଦିକଙ୍କୁ ଜାମିନ ମିଳିଛି । ସାମ୍ବାଦିକ ସମୃଦ୍ଧି ଶାକୁନିଆ ଓ ସ୍ୱର୍ଣ୍ଣ ଝା ଉଭୟଙ୍କୁ ସାଂପ୍ରଦାୟିକତା ବିଦ୍ୱେଶ ସୃଷ୍ଟି କରିବା ଅଭିଯୋଗରେ ଗିରଫ ହୋଇଥିଲେ । ଗିରଫ ପରେ ତ୍ରିପୁରା ପୋଲିସକୁ ହସ୍ତାନ୍ତର…
Read More...

ସେପ୍ଟେମ୍ବର ୧ରୁ ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର : ସେପ୍ଟେମ୍ବର ୧ରୁ ବିଧାନସଭାର ଶୀତକାଳୀନ ଅଧିବେଶନ । ଡିସେମ୍ବର ୧ ତାରିଖରୁ ୩୧ ତାରଖ ପର୍ଯ୍ୟନ୍ତ ଚାଲିବ ଶୀତକାଳୀନ ଅଧିବେଶନ  । ଚଳିତ ଅଧିବେସନରେ ମୋଟ ୩୧ଟି ଦିବସ ଥିବାବେଳେ ସେଥି ମଧ୍ୟରୁ ୫ଟି ଛୁଟି ଦିବସ ରହିଛି  । ସେହିପରି ମୋଟ ୨୬ଟି କାର୍ଯ୍ୟଦିବସ ରହିଛି  । ଛୁଟି ଦିବସ…
Read More...

ଗୋମୁତ୍ର ଓ ଗୋବର ଅର୍ଥନୀତିକୁ ସୁଦୃଢ କରିବ: ଶିବରାଜ ସିଂ ଚୌହାନ

ଭୋପାଲ : ମହିଳା ପ୍ରାଣୀ ଚିକିତ୍ସକ ମାନଙ୍କୁ ନେଇ ଆୟୋଜିତ ସମ୍ମିଳନୀ ଶକ୍ତି ୨୦୨୧ରେ ଶିବରାଜ ସିଂ ଚୌହାନ ଗୋମୁତ୍ର ଓ ଗୋବର ଅର୍ଥନୀତିକୁ ସୁଦୃଢ କରିବା ନେଇ କହିଛନ୍ତି । ଆଗାମୀ ଦିନରେ ସରକାର ଏ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିବେ । ସରକାର ଚାଷୀ ଓ ଗୋପାଳକଙ୍କ ପାଇଁ ଗୋଶାଳା…
Read More...

କୃଷି ଆଇନ ପ୍ରଦର୍ଶନକାରୀଙ୍କୁ ୨ ଲକ୍ଷ ଟଙ୍କା ପୁରଷ୍କାର

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ବିରୋଧରେ ନୂଆ ବିବାଦ ଆରମ୍ଭ କରିଛି ପଞ୍ଜାବ କଂଗ୍ରେସ । କଳା କୃଷି ଆଇନ ପଦର୍ଶନକାରୀଙ୍କୁ ୨ ଲକ୍ଷ ଟଙ୍କା ଲେଖାଁଏ ସହାୟତା କରିଛନ୍ତି ପଞ୍ଜାବ ସରକାର । ୮୩ ଜଣ ପଦର୍ଶନକାରୀଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନି ଏହି ଟଙ୍କା ପଦର୍ଶନ କରିଛନ୍ତି ।…
Read More...

ନ୍ୟାୟ ଦାବିରେ ରୁବି ଅଡି ବସିଛନ୍ତି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବରଗଡ ଗ୍ରସ୍ତକୁ ନେଇ ବିଜେଡିକୁ ଘେରିଛନ୍ତି ବିଜେପି ନେତା ଗୋଲକ ମାହାପାତ୍ର । ଏକ ସାମ୍ବାଦିକ ସମ୍ମିଳନୀରେ ଗୋଲକ ମହାପାତ୍ର କହିଛନ୍ତି , ''ଆସନ୍ତା କାଲି ରାଜ୍ୟର ମୁଖିଆ ବରଗଡ଼ ଯିବେ । ବିଜେପି ଆଗରୁ କହିଛି ବିଜେଡି ଶାସନରେ ମହିଳା ଅସୁରକ୍ଷିତ । ନ୍ୟାୟ…
Read More...

ନମାଜକୁ ନେଇ ପୁଣି ଥରେ ବିବାଦ

ଗୁରୁଗ୍ରାମ : ପୁଣି ଥରେ ନମାଜ ପାର୍ଥନାକୁ ନେଇ ବିବାଦ ଉପୁଜିଛି । ସର୍ବସାଧାରଣ ସ୍ଥାନରେ ନମାଜ ପଢିବାକୁ ନେଇ ହିନ୍ଦୁତ୍ୱ ଗ୍ରୁପ ବିରୋଧ କରିଛି । ଗୁରୁଗ୍ରାମର ସେକ୍ଟର ୧୨ଏକୁ ଅକ୍ତିଆର କରିଛି ଏହି ହିନ୍ଦୁ ଗ୍ରୁପ୍ । ମୁସଲିମ ମାନଙ୍କ ପକ୍ଷରୁ ନମାଜ ପଢାଯାଉଥିବା ସ୍ଥାନରେ ଆଜି କିଛି ଯୁବକ…
Read More...

୮ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟସରକାର

ଭୁବନେଶ୍ୱର : ଦୁର୍ନୀତିଖୋର ଅଧିକାରୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ କାର୍ଯ୍ୟନୁଷ୍ଠାନ । ୮ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟସରକାର । ଏମାନଙ୍କ ମଧ୍ୟରେ ନିମାପଡ଼ାର ପୂର୍ବତନ ତହସିଲଦାର ରାମଚନ୍ଦ୍ର ଜେନା ଅଛନ୍ତି। ଏହି ୮ ଜଣଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୩୦ ଜଣ…
Read More...

ସଲମାନ ଖୁର୍ସିଦଙ୍କ ବହିକୁ ନେଇ ବିବାଦ

ନୂଆଦିଲ୍ଲୀ : କଂଗ୍ରେସ ନେତା ସଲମାନ ଖୁର୍ସିଦଙ୍କ ବହିକୁ ନେଇ ବିବାଦ । ହିନ୍ଦୁତ୍ୱକୁ ନେଇ କଟ୍ଟର ଇସଲାମ ସହିତ ତୁଳନା କରିଛନ୍ତି ସଲମାନ ଖୁର୍ସିଦ । ଖୁର୍ସିଦ ତାଙ୍କ ବହି ସନରାଇଜ ଓଭର ଅଯୋଧ୍ୟା ରେ ହିନ୍ଦୁତ୍ୱକୁ ବକୋହାରାମ ଓ ଆଇଏସଆଇଏସ ସହିତ ତୁଳନା କରିଛନ୍ତି । ଅନ୍ୟପଟେ ସଲମାନ ଖୁର୍ସିଦ…
Read More...