Browsing Tag

sagar

ସବୁଜ ଓ ଧଳାରଙ୍କର ହେବ ରାଜ୍ୟର ସମସ୍ତ ସରକାରୀ କୋଠା

ଭୁବନେଶ୍ୱର : ରାଜ୍ୟର ସମସ୍ତ ସରକାରୀ କୋଠା ଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ ପର୍ଯ୍ୟନ୍ତ ସବୁ ଗୋଟିଏ ରଙ୍ଗ ହେବ । ଏହା ସହ ଷ୍ଟ୍ରିଟ୍ ଲାଇଟ ଓ ପୋଲ ସମସ୍ତ ସବୁଜ ଓ ଧଳା ରଙ୍ଗ ଲାଗିବ । ରାଜ୍ୟର ବିଭିନ୍ନ ସରକାରୀ କାର୍ୟ୍ୟାଳୟରେ ସବୁଜ ଓ ଧଳା ରଙ୍ଗ ଲଗାଇବାକୁ ପୂର୍ତ୍ତ ବିଭାଗର ସମସ୍ତ…
Read More...

ଜାତୀୟ କମିଶନ ସଦସ୍ୟ ପିପି ଭାଭା କଟକରେ

କଟକ(ଜଗନ୍ନାଥ ମହାନ୍ତି) : ସଫେଇ କର୍ମଚାରୀଙ୍କ ସମ୍ବନ୍ଧରେ କଟକ ମହାନଗର ନିଗମକୁ ପରାମର୍ଶ ଦେଲେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଅଧୀନରେ ଥିବା ସଫେଇ କର୍ମଚାରୀ ଜାତୀୟ କମିଶନ ସଦସ୍ୟ ପିପି ଭାଭା । ଏମଏସ ଆକ୍ଟ ୨୦୧୩ ଅଧୀନରେ ଥିବା ସମସ୍ତ ନିୟମ ଲାଗୁ କରିବା ପାଇଁ ସେ ନିର୍ଦ୍ଦେଶ…
Read More...

ଗ୍ୟାସ ଦରବୃଦ୍ଧିକୁ ନେଇ ବିଜେଡି କରିବ ବିଶାଳ ପ୍ରତିବାଦ

ଭୁବନେଶ୍ୱର : ବିଜେଡ଼ି ସାମ୍ବାଦିକ ସମ୍ମିଳନୀ-ରନ୍ଧନ ଗ୍ୟାସ ଦର ବୃଦ୍ଧି କୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ। ୩ ବର୍ଷ ତଳେ ଗ୍ୟାସ ଦର ୫୪୯ ଟଙ୍କା ଥିଲା ଏବେ ୭୦ ପ୍ରତିଶତ ବଢି ୧୦୦୦ ରେ ପହଞ୍ଚିଛି। ରିଫିଲି ପାଇଁ ସମସ୍ୟା ହେଉଛି। କୌଣସି ସରକାର ସମୟରେ ୩ ବର୍ଷରେ ଏତେ ବଢ଼ିନଥିଲା ବୋଲି…
Read More...

ଭୋଟର ତାଲିକା ସଂଶୋଧନ ନେଇ ସିଇଓ ସୁଶିଲ ଲୋହାନୀଙ୍କ ପ୍ରେସମିଟ୍

ଭୁବନେଶ୍ୱର : ରାଜ୍ୟରେ ଏବେ ଭୋଟର ତାଲିକା ସଂଶୋଧନ କ୍ୟାମ୍ପେନ ଚାଲିବା ସହିତ ଆସନ୍ତା ୨୧ ତାରିଖରୁ ଏ ନେଇ ସ୍ୱତନ୍ତ୍ର ଡ୍ରାଇଭ ମଧ୍ୟ ଆରମ୍ଭ ହେବ । ଏହି ସମୟରେ ସମସ୍ତେ ନିଜ ନିଜର ଭୋଟର ଆଇଡି ସଂଶୋଧନ ବାତିଲ ଆଦି କାର୍ୟ୍ୟ ନେଇ ଆବେଦନ କରିପାରିବେ । ଭୋଟର ତାଲିକାରେ ଆବଶ୍ୟକୀୟ…
Read More...

ଅଧିକ ତଦନ୍ତ ପାଇଁ ଦିଲ୍ଲୀ ଗଲା ସୁରେନ୍ଦ୍ର ନାୟକ

ଢେଙ୍କାନାଳ : ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଲିଙ୍କରେ ଢେଙ୍କାନାଳରୁ ଗିରଫ ସୁରେନ୍ଦ୍ର ନାୟକକୁ ଅଧିକ ତଦନ୍ତ ପାଇଁ ଦିଲ୍ଲୀ ନିଆଯାଇଛି । ଢେଙ୍କାନାଳର ଜୁବଲି ଟାଉନ୍ କଲୋନୀ ସାହିର ସୁରେନ୍ଦ୍ର ନାୟକକୁ ଗତକାଲି ଗିରଫ କରିଥିଲା ସିବିଆଇ । ପ୍ରାୟ ୨ ମାସ ହେବ ଅଶ୍ଲୀଳ ଭିଡିଓ ଗ୍ରୁପରେ ଜଡ଼ିତ ଥିଲା…
Read More...

ଉଗାଣ୍ଡାରେ ଘଟିଲା ଭୟଙ୍କର ବିସ୍ଫୋରଣ

କାମ୍ପାଲା: ଉଗାଣ୍ଡା ବିସ୍ପୋରଣରେ ୩ ଜଣ ମୃତ୍ୟ । କାମ୍ପାଲା ଷ୍ଟାଡିୟମ ନିକଟରେ ଦୁଇଟି ବଡ ବିସ୍ପୋରଣ । ତିନି ଓଡିଆ ଖେଳାଳି ପ୍ରମୋଦ ଭଗତ , ଦୀପରଞ୍ଜନ ବିଶୋଇ ଓ ଦିଲେଶ୍ୱର ରାଓ ମଧ୍ୟ ସୁରକ୍ଷିତ । ସବୁଠାରୁ ବଡ଼ କଥା ହେଉଛି, ବିସ୍ଫୋରଣ ଘଟିଥିବା ସ୍ଥାନ ନିକଟରେ ଥିବା ଏକ ହୋଟେଲରେ ଥିଲେ…
Read More...

ଅଶ୍ଲୀଳ ଭିଡିଓ ଛାଡି ରୋଜଗାର କରୁଥିଲା ଡଲାର

ଢେଙ୍କାନାଳ : ଢେଙ୍କାନାଳର ଜୁବଲି ଟାଉନ୍ରେ ସିବିଆଇର ଚଢାଉ । ଶିଶୁ ମାନଙ୍କ ଅଶ୍ଲୀଳ ଭିଡିଓ ସୋସିଆଲ ମିଡିଆରେ ଛାଡିବା ଅଭିଯୋଗରେ ଆଜି ସିବିଆଇ ସୁରେନ୍ଦ୍ର ନାୟକୁ ଗିରଫ କରିଛି ସିବିଆଇ । ଢେଙ୍କାନାଳର ଜୁବଲି ଟାଉନ୍ କଲୋନୀ ସାହିର ସୁରେନ୍ଦ୍ର ନାୟକକୁ ଗିରଫ କରିଛି ସିବିଆଇ । ଗିରଫ…
Read More...

୨୮ ଜଣ ବରିଷ୍ଠ ସାମ୍ବାଦିକଙ୍କୁ ପେନସନ ପ୍ରଦାନ

ଭୁବନେଶ୍ୱର : ଜାତୀୟ ପ୍ରେସ ଦିବସରେ ପ୍ରଶାନ୍ତ ପଟ୍ଟନାୟକଙ୍କୁ ଉତ୍କଳ ସାମ୍ବାଦିକ ରତ୍ନ ସମ୍ମାନ ମିଳିଛି । ଏହି କାର୍ଯ୍ୟକ୍ରମରେ ୨୮ ଜଣ ବରିଷ୍ଠ ସାମ୍ବାଦିକଙ୍କୁ ପେନସନ ପ୍ରଦାନ କରାଯାଇଛି । ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ…
Read More...

ଆତଙ୍କବାଦ ବିରୋଧୀ ଅପରେସନରେ ଦୁଇ ବ୍ୟବସାୟୀଙ୍କ ନିହତ

ଶ୍ରୀନଗର : ସିକ୍ୟୁରିଟି ଫୋର୍ସଙ୍କ ଦ୍ୱାରା ଆଣ୍ଟି ଅପେରେସନ ବେଳେ ଦୁଇ ଜଣ ବ୍ୟବସାୟୀଙ୍କ ସହ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ତେବେ ସିକ୍ୟୁରିଟି ଫୋର୍ସଙ୍କ କହିବା ଅନୁଯାୟୀ ଆଣ୍ଟି ଅପେରେସନ ବେଳେ ନିହତ ହୋଇଥିବା ଦୁଇ ବ୍ୟବସାୟୀ ହେଉଛନ୍ତି ଆତଙ୍କବାଦୀ ସମର୍ଥକ । ନିହତ ହୋଇଥିବା ଦୁଇ…
Read More...

ମଣିପୁର ଆତଙ୍କବାଦୀ ଆକ୍ରମଣ ; ଦୁଇ ଆତଙ୍କବାଦୀ ଗିରଫ

ରାଇପୁର : ମଣିପୁରରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ଦୁଇ ଆତଙ୍କବାଦୀ ଗିରଫ ହୋଇଛନ୍ତି । ଦୁଇ ଆତଙ୍କବାଦୀ ପିପୁଲ୍ସ ଲିବେରେସନ ଆର୍ମୀ ମଣିପୁର ଏବଂ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ଥିବା ନେଇ ସୂଚନା ମିଳିଛି । ଆସାମ ରାଇଫଲ ଏବଂ ମଣିପୁର ପୋଲିସ ସାହାଯ୍ୟରେ ଦୁଇ ଆତଙ୍କବାଦୀ ଗିରଫ । ମଣିପୁରର…
Read More...