ଡିସେମ୍ବର ୧୧ରୁ ଛୁଟିରେ ଯିବେ ଅଭୟ
ଭୁବନେଶ୍ୱର : ରାଜ୍ୟ ପୁଲିସ ଡିଜି ଶ୍ରୀ ଅଭୟ ଡିସେମ୍ବର ୧୧ ତାରିଖରୁ ଛୁଟିରେ ଯିବେ। ଗୃହ ବିଭାଗ ତାଙ୍କର ଛୁଟି ମଞ୍ଜୁର କରିଛି। କିନ୍ତୁ ଡିସେମ୍ବର ୧୩ରୁ ୧୬ ତାରିଖ, ୪ ଦିନ ପର୍ୟ୍ୟନ୍ତ ଡିଜି ଶ୍ରୀ ଅଭୟଙ୍କର ଛୁଟିକୁ ଗୃହ ବିଭାଗ ମଞ୍ଜୁର କରିଥିବା ବେଳେ ୧୧ ଓ ୧୨ ତାରିଖ ସରକାରୀ ଛୁଟି ଦିବସ…
Read More...
Read More...