ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦକ୍ଷତା ବୃଦ୍ଧି ତାଲିମ
ସୁନ୍ଦରଗଡ଼ : କଳାପଟା ବଦଳରେ ସ୍ମାର୍ଟ ବୋର୍ଡ, ସ୍ମାର୍ଟ କଣ୍ଟେଣ୍ଟ୍ରେ ପିଲାଙ୍କୁ ପାଠ ପଢ଼ାଇବେ ଶିକ୍ଷକ । ପାରମ୍ପରିକ କ୍ଲାସରୁମ୍ ଏବେ ସ୍ମାର୍ଟ କ୍ଲାସରୁମ୍ ରୂପ ନେଉଛି। କଳାପଟା ଜାଗାରେ ସ୍ମାର୍ଟ ବୋର୍ଡ ଲାଗିବ। ଶିକ୍ଷକମାନେ ପିପିଟି, ଫଟୋ ଏବଂ ଭିଡିଓ ବ୍ୟବହାର କରି ପିଲାଙ୍କୁ ପାଠ…
Read More...
Read More...