Browsing Tag

sagar

ବିଜେଡ଼ିରେ ମିଶିଲେ ଶତାଧିକ କର୍ମୀ

ସୁନ୍ଦରଗଡ଼ : ଶତାଧିକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଭିନ୍ନ ଦଳର ଶତାଧିକ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ବୀରମିତ୍ରପୁର ବିଧାନସଭା ନିର୍ବାଚନୀ ମଣ୍ଡଳୀ ଅଧୀନ ପୁରୁଣାପାଣିଠାରେ ବିଜେଡିର ମିଶ୍ରଣ ପର୍ବ…
Read More...

ବିନିକାକୁ ହରାଇ ସୋନପୁର ବିଜୟୀ

ସୋନପୁର(ଓମପ୍ରକାଶ ମିଶ୍ର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୁକିଆ ଠାରେ ଚାଲିଥିବା ଡିୟୁଜ ବଲ ରଘୁନାଥ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଅନୁଷ୍ଠିତ ଫାଇନାଲ ମ୍ୟାଚରେ ବିନିକା ସ୍ପୋର୍ଟସ କ୍ଳବ କୁ ହରାଇ ସୋନପୁର ଭଗବତୀ କ୍ଲବ ବିଜୟୀ ହୋଇଛି । ସୋନପୁର ପ୍ରଥମେ ବ୍ୟାଟିଂ କରି ୨୦ଓଭର ରେ ୯…
Read More...

ଟାୟର ଦୋକାନରେ ନିଆଁ ଲାଗି ଲକ୍ଷାଧିକ ସମ୍ପତ୍ତି ପୋଡି ପାଉଁଶ

ସୋନପୁର(ଓମପ୍ରକାଶ ମିଶ୍ର) ଟାୟାର ଦୋକାନରେ ନିଆଁ ଲାଗି ଲକ୍ଷାଧିକ ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ଚମ୍ପାପୁର ଠାରେ ଘଟିଛି ଘଟଣା । ଦୋକାନରେ ଥିବା ଟାୟାର ସମେତ ଗ୍ୟାରେଜ ସାମଗ୍ରି ଓ ଆସବାବପତ୍ର ପୋଡି ପାଉଁସ ହୋଇଯାଇଛି ।
Read More...

ସ୍ମାର୍ଟ ସ୍ବାସ୍ଥ୍ୟ ସେବାରେ ଯୋଡି ହେବ କନ୍ଧମାଳ ଜିଲ୍ଲା

ଭୁବନେଶ୍ୱର : ରାଜ୍ୟରେ ଅନେକ ସ୍ଥାନରେ ସ୍ମାର୍ଟକାର୍ଡ ଯୋଜନା ଆରମ୍ଭ ହୋଇଛି । ରାଜ୍ୟରେ ଅନେକ ଜିଲ୍ଲାରେ ଖୋଦ ମୁଖ୍ୟମନ୍ତ୍ରୀ ନିଜ ହାତରେ ହିତାଧିକାରୀଙ୍କୁ ବାଣ୍ଟିଛନ୍ତି ସ୍ମାର୍ଟକାର୍ଡ । ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଗସ୍ତ କରିବେ । ଜିଲ୍ଲାରେ ସ୍ମାର୍ଟକାର୍ଡ ଯୋଜନାର…
Read More...

କାର୍ତ୍ତିକ ପୂର୍ଣ୍ଣିମାରେ ହରିହାଟ ଉତ୍ସବ

ବରୀ(ସତ୍ୟଜିତ) ଦୀର୍ଘ ୪୬ ବର୍ଷ ଧରି ଯାଜପୁର ଜିଲ୍ଲା ବରୀ ବ୍ଲକ ରତଳାଙ୍ଗ ପଞ୍ଚାୟତ ରେ ଧର୍ମ ମାସ କାର୍ତ୍ତିକ ମାସର ଶେଷ ତଥା ପୂର୍ଣ୍ଣମୀ ରୁଦିନରୁ ଆରମ୍ଭ ହୋଇଥାଏ ମହାପ୍ରଭୂ ଙ୍କ ହରିହାଟ ମେଳା। ଦଧୀ ବାମନ ଜିୟୁ ପୂଜା କମିଟି ଆନୁକୂଲ୍ୟରେ ହେଉଥିବା ମେଳାରେ ବେଶ୍ ଚର୍ଚ୍ଚିତ ରୁହେ ମହାପ୍ରଭୁ…
Read More...

ଆଜି ମୟୁରଭଞ୍ଜ ଜିଲ୍ଲା ସାମ୍ବାଦିକ ସଂଘ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି

ମୟୁରଭଞ୍ଜ/ଦୀପକ ମିଶ୍ର : ବାରିପଦା ସହିଦ ସୃତି ଭଵନ ଠାରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ମୟୁରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ଵାଜ ଙ୍କ ସମେତ ବୋହୁ ପ୍ରଶାସନିକ ଅଧିକାରୀ ଏବଂ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ଜିଲ୍ଲା ର ବୋହୁ ବିଧାୟକ ଯୋଗ ଦେଇଥିଲେ l…
Read More...

ଡଙ୍ଗା ଗୋଟାଇବାକୁ ଯାଇ ଦୁଇ ଭଉଣୀ ମୃତ

କେନ୍ଦ୍ରାପଡା : କେଦ୍ରାପଡା ସଦର ଥାନା ଜଅଁରା ବାରିମୂଳ ଗାଁରୁ ଆସିଛି ଦୁଃଖଦପୂର୍ଣ୍ଣ ଘଟଣା । ଡଙ୍ଗା ଗୋଟାଇବା ବେଳେ ପାଣିରେ ବୁଡି ଦୁଇ ଭଉଣୀଙ୍କ ସଳିଲ ସମାଧୀ । ଯୋରରୁ ଡଙ୍ଗା ଗୋଟାଇବା ବେଳେ ଘଟିଛି ଏହି ଅଘଟଣ । ଦୁଇ ଭଉଣୀଙ୍କ ବୟସ ଯଥାକ୍ରମେ ୩ ବର୍ଷ ଓ ଅନ୍ୟ ଜଣକର ୨ବର୍ଷ ।
Read More...

ମୋଦୀଙ୍କୁ ଘେରିଲେ ଦିଦି

କୋଲକାତା : ମୋଦୀ ସରକାରଙ୍କୁ ପୁଣି ଘେରିଛନ୍ତି ଦିଦି । ମୋଦୀ ସରକାରଙ୍କୁ ଆଗାମୀ ସଂସଦ ଅଧିବେଶନରେ ଘେରିବା ନେଇ ଋଣନୀତି ପ୍ରସ୍ତୁତି ଆରମ୍ଭ କରିଛନ୍ତି ମୋଦୀ । ଏନେଇ ୨୨ରୁ ୨୫ ତାରିଖ ମଧ୍ୟରେ ମମତା ଦିଲ୍ଲୀ ଗସ୍ତ କରିବାର କାର୍ୟ୍ୟକ୍ରମ ରହିଛି । ଏହି ଅବସରରେ ତମାମ ବିରୋଧୀ ଦଳର ନେତାଙ୍କୁ…
Read More...

ରାଜସ୍ଥାନ ମନ୍ତ୍ରୀମଣ୍ଡଳରେ ଚାରି ଦଳିତ ମନ୍ତ୍ରୀ ସାମିଲ

ରାଜସ୍ଥାନ : ରାଜସ୍ଥାନ କଂଗ୍ରେସରେ ବିବାଦ ଅନେକ ଦିନ ଧରି ଚାଲିବା ପରେ । ଆଜି ଅଶୋକ ଗେହଲଟ ମନ୍ତ୍ରୀମଣ୍ଡଳରେ ଅଦଳ ବଦଳ ହେବାକୁ ଯାଉଛି । ତିନି ମହିଳା ମନ୍ତ୍ରୀଙ୍କୁ ଅଶୋକ ଗେହଲଟ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ନେଇ ଏକ ପ୍ରେସ କନଫେରେନ୍ସରେ ସଚିନ ପାଇଲଟ ସୂଚନା ଦେଇଛନ୍ତି । ଏହା ସହ ଚାରି…
Read More...

ରାଜସ୍ଥାନରେ ସମସ୍ତ ମନ୍ତ୍ରୀ ଇସ୍ତପା ଦେଲେ

ଜୟପୁର : ରାଜସ୍ଥାନରେ ସବୁ ମନ୍ତ୍ରୀ ଇସ୍ଥପା ଦେଇଛନ୍ତି । ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ପୂର୍ବରୁ ସମସ୍ତ ମନ୍ତ୍ରୀ ଇସ୍ତପା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ ଇସ୍ତପା ପତ୍ର ପଠାଇଛନ୍ତି । ଏହା ପୂର୍ବରୁ ଗେହଲଟ ସରକାରରେ ୩ ଜଣ କ୍ୟାବିନେଟ୍ ମନ୍ତ୍ରୀ ଇସ୍ତଫା ଦେଇସାରିଛନ୍ତି । ଏନେଇ…
Read More...