ବେଳାଭୂମିରେ ମଦ ଦୋକାନ ଖୋଲିବା ନେଇ ଜନସ୍ୱାର୍ଥ ମାମଲା
ପୁରୀ(ରିପୋର୍ଟସ ଟୁଡେ) : ବେଳାଭୂମିରେ ମଦ ଦୋକାନ ଖୋଲିବା ନେଇ ଭାରତୀୟ ବିକାଶ ପରିଷଦ କୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛି । ଖବର ଅନୁଯାୟୀ, ରାଜ୍ୟ ସରକାର ବେଳେଭୂମିରେ ୨୦ଟି ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ବାଲେଶ୍ଵର,ପୁରୀ, ଗଞ୍ଜାମ ଓ ଜଗତସିଂପୁରରେ ଥିବା ବେଳାଭୂମିରେ…
Read More...
Read More...