ଦୂର୍ଗାପୂଜାରେ ସାଂପ୍ରଦାୟିକତା ଉତ୍ତେଜନା ; ତିନି ମୃତ
ଢାକା : ବାଂଲାଦେଶରେ ଏକ ଫେସବୁକ ପୋଷ୍ଟକୁ ନେଇ ସାଂପ୍ରଦାୟିକ ଉତ୍ତେଜନା ଦେଖାଦେଇଛି । ଏହି ସାଂପ୍ରଦାୟିକ ଉତ୍ତେଜନା ଦୂର୍ଗାପୂଜା ଚାଲୁଥିବାବେଳେ ଘଟିଥିଲା । ହିନ୍ଦୁ ମନ୍ଦିର ଓ ମୂର୍ତ୍ତି ଭଙ୍ଗାରୁଜ୍ଜା କରିବା ସହିତ ୩ ଜଣ ଜଣଙ୍କର ଜୀବନ ଯାଇଛି । ଢାକା ଟ୍ରିବୁନର ରିପୋର୍ଟ ଅନୁସାରେ…
Read More...
Read More...