Browsing Tag

sagar

ସମ୍ବିତ ପାତ୍ରଙ୍କ ନାମରେ ରୁଜୁ ହେବ ମାମଲା

ନୂଆଦିଲ୍ଲୀ : ସମ୍ବିତ ପାତ୍ରାଙ୍କ ନାମରେ ରୁଜୁ ହେବ ମାମଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନକଲି ଭିଡିଓ ସମ୍ୱିତ ପାତ୍ର ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ମାମଲାରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ କୋର୍ଟ । ଚଳିତ ବର୍ଷ ଜାନୁଆରୀ ମାସରେ ଆମ ଆଦମୀ ପାର୍ଟି…
Read More...

ଇଲେକ୍ଟ୍ରୋନିକ୍ସ ନୀତିକୁ କ୍ୟାବିନେଟର ମଞ୍ଜୁରୀ

ଭୁବନେଶ୍ୱର : ଓଡିଶା ଇଲେକ୍ଟ୍ରୋନିକ୍ସ ନୀତିକୁ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ଓଡିଶା ଇଲେକ୍ଟ୍ରୋନିକ୍ସ ଶିଳ୍ପର ପ୍ରସାର ନିମନ୍ତେ ଏହି ମଞ୍ଜୁରୀ ମିଳିଛି । ପ୍ରଥମ ୧୦ଟି ନୂଆ ନିବେଶ ଓ ସଂପ୍ରସାରଣକୁ ମିଳିବ ଉତ୍ପାଦନ ଭିତ୍ତିକ ସହାୟତା । ସହାୟତା ବାବଦରେ ବାର୍ଷିକ କାରବାରର ୧ ପ୍ରତିଶତ…
Read More...

ଗୁଆଟେମାଲର ରାଷ୍ଟ୍ରଦୂତ ନିଯୁକ୍ତ ହେଲେ ଓଡିଆ ଆଏଫଏସ

ନୂଆଦିଲ୍ଲୀ : ଗୁଆଟେମାଲା ପାଇଁ ଭାରତୀୟ ରାଷ୍ଟ୍ରଦୂତ ନିଯୁକ୍ତ ହୋଇଛନ୍ତି ଓଡିଆ ଆଇଏଫଏସ ଅଫିସର । ୨୦୦୦ ବ୍ୟାଚର ଭାରତୀୟ ବିଦେଶ ସେବା ଅଧିକାରୀ ମନୋଜ କୁମାର ମହାପାତ୍ର ଗୁଆଟେମାଲାରେ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ହୋଇଛନ୍ତି  । ସେ ଖୁବଶୀଘ୍ର କାର୍ୟ୍ୟଭାର ଗ୍ରହଣ କରିବେ ବୋଲି ଭାରତର…
Read More...

ଆଉ ଜଣେ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର : ଦୁର୍ନୀତ ଗ୍ରସ୍ତଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧୀ ଅଭିଯାନ ଜାରି ରହିଛି । ସାଧାରଣ ଜୀବନରେ ସାଧୁତା ଓ ନୈତିକତା ବଜାୟ ରଖିବା ସହ ଜନସାଧାରଣଙ୍କୁ ସ୍ୱଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା…
Read More...

ରିଷ୍ଟଖଣ୍ଡନ ବାହାନାରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା

ଜଳେଶ୍ୱର : ରିଷ୍ଟ ଖଣ୍ଡନ ବାହାନାରେ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ୍ । ବଡବଜାର ନିକଟରେ ଚାଲିଚାଲି ଯାଉଥିବା ଜଣେ ମହିଳାଙ୍କ ଠାରୁ ଲୁଟ ହୋଇଛି । ମ୍ୟାଜିକ ଦେଖାଇବା ଆଳରେ ସୁନାଗହଣା ଖୋଲି ଗୋଟିଏ ବ୍ୟାଗରେ ରଖିବା ପାଇଁ କହିଥିଲେ ଦୁଇ ଯୁବକ । ଗହଣା ରଖିବା ପରେ ବ୍ୟାଗ ନେଇ ଚମ୍ପଟ…
Read More...

ନିୟମିତ ହେବେ ଠିକା ଡାଟା ଏଣ୍ଟ୍ରି ଅପରେଟର

ଭୁବନେଶ୍ୱର : ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ ସହ ସମସ୍ଥ ବ୍ୟବସ୍ଥା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୩ ମାସ ମଧ୍ୟରେ ନିୟମିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ୪ ବିଭାଗରେ କାର୍ଯ୍ୟରତ ୧୫ଶହରୁ ଅଧିକ ଡାଟାଏଣ୍ଟ୍ରି ଅପରେଟର ଏଥିରେ ଉପକୃତ ହେବେ ।…
Read More...

ଶୀତକାଳୀନ ଅଧିବେଶନ ପୂର୍ବରୁ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ଡିସେମ୍ବର ୧ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଗୃହକାର୍ୟ୍ୟ । ଡିସେମ୍ବର ୩୧ ତାରିଖ ଯାଏଁ ଶୀତ ଅଧିବେଶନ ଚାଲିବ । ବିଧାନସଭା ଶୀତକାଳୀନ ଅଧିବେଶନ ପୂର୍ବରୁ ବାଚସ୍ପତି ଡାକିଛନ୍ତି ସର୍ବଦଳୀୟ ବୈଠକ । ଆସନ୍ତା ୨୯ ତାରିଖରେ ସର୍ବଦଳୀୟ ବୈଠକ ବସିବ । ଅଧିବେଶନରେ…
Read More...

ଓଡିଆ ସହିଦ ଯବାନଙ୍କୁ ବୀରଚକ୍ର

ନୂଆଦିଲ୍ଲୀ : ରାଷ୍ଟ୍ରପତିଙ୍କ ଦ୍ୱାରା ଓଡିଆ ସହିଦ ଯବାନଙ୍କୁ ବିରଚକ୍ର ପ୍ରଦାନ କରାଯାଇଛି । ଓଡିଆ ସହିଦ ଯବାନ ହେଉଛନ୍ତି ନାଏବ ସୁବେଦାର ନୁଦୁରାମ । ସୁବେଦାର ନୁଦୁରାମ ଗତବର୍ଷ ଗଲୱାନ ଘାଟିରେ ସହିଦ ହୋଇଥିଲେ । ରାଷ୍ଟ୍ରପତିଙ୍କ ଠାରୁ ବୀରଚକ୍ର ଗ୍ରହଣ କରିଛନ୍ତି ନୁଦୁରାମଙ୍କ ପତ୍ନୀ ।…
Read More...

ମନ୍ତ୍ରୀଙ୍କୁ କଳାପତାକା ଦେଖାଇବା ଯୋଜନା କରୁଥିବା ବେଳେ ବିଜେପି କର୍ମୀ ଅଟକ

ରାୟଗଡା(ମନୋଜ ସାହୁ) : ରାୟଗଡା ଗସ୍ତ ରେ ଆସିଥିବା ମନ୍ତ୍ରୀ ଟୁକୁନି ସାହୁଙ୍କୁ ବିଜେପି କର୍ମୀ କଳାପତାକା ଦେଖାଇବା ଯୋଜନା କରୁଥିବା ଅଭିଯୋଗରେ ରାୟଗଡା ପୋଲିସ ଦ୍ୱାରା ଅଟକ । ୮ ଜଣ ବିଜେପି କର୍ମୀଙ୍କୁ ଗିରଫ କରିଛି ରାୟଗଡା ପୋଲିସ । ବିଜେପି କର୍ମୀଙ୍କ ମଧ୍ୟରେ ବିଜେପି ସଭାପତି ବିଦ୍ୟା…
Read More...

ପୁରୀରେ ପହଁଚିଲେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ ପାଇଁ ୨୧ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ବିସ୍ତୃତ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ତେବେ ୨୪ ତାରିଖରେ ପୁରୀ ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଶିଳାନ୍ୟାସ…
Read More...