Browsing Tag

safique

ନିଆରା ଢଙ୍ଗରେ ଧୋନିଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ପନ୍ଥ

ନୂଆଦିଲ୍ଲୀ:  ଆଜି କ୍ୟାପଟେନ୍ କୁଲଙ୍କ ଜନ୍ମଦିନ । ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଜନ୍ମଦିନ ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିଛି। ଧୋନିଙ୍କ ଜନ୍ମଦିନକୁ ଏକ ସ୍ବତନ୍ତ୍ର ଶୈଳୀରେ ପାଳନ କରିଛନ୍ତି କ୍ରିକେଟର୍ ଋଷଭ ପନ୍ଥ। ସେ ଧୋନିଙ୍କ ପାଇଁ…
Read More...

ଖୋଲିଲା ମା’ ଭଗବତୀଙ୍କ ମନ୍ଦିର ବାହାର ହୁଣ୍ଡି

ବାଣପୁର/ ସୁଧିର କୁମାର ପାତ୍ର:  ଛଅମାସର ବ୍ୟବଧାନ ପରେ ମା’ ଭଗବତୀଙ୍କ ମନ୍ଦିର ବାହାର ବେଢ଼ାରେ ଥିବା ହୁଣ୍ଡିକୁ ଖୋଲା ଯାଇଛି । ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ସଭ୍ୟା ବିଡିଓ ଶୀତଲ ଅଗ୍ରୱାଲ, କାର୍ୟ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ଏବଂ…
Read More...

ବ୍ରିଜଭୂଷଣଙ୍କୁ ସମନ: ଜୁଲାଇ ୧୮ରେ ହାଜର ହେବାକୁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ମୁଖ୍ୟ ତଥା ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କୁ ଜୁଲାଇ ୧୮ ତାରିଖରେ ଦିଲ୍ଲୀର ରୋଜ୍ ଆଭେନ୍ୟୁ କୋର୍ଟକୁ ସମନ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ପର୍ୟ୍ୟାପ୍ତ ପ୍ରମାଣ ରହିଛି ବୋଲି କୋର୍ଟ କହିବାପରେ ଏହି ସମନ ଯାଇଚି ।…
Read More...

ଯୁବକଙ୍କ ନିଆରା ପ୍ରୟାସ: ଜୁସ୍ ବିକି ଲୋକଙ୍କୁ କରୁଛନ୍ତି ସଚେତନ

ଭଂଜନଗର: ସକାଳ ହେଲେ ଚଳଚଞ୍ଚଳ ହୋଇଉଠେ ଭଂଜନଗର ବସଷ୍ଟାଣ୍ଡ ନିକଟରେ ଥିବା ଜୁସ୍ ଷ୍ଟଲ୍ । ମାଣ୍ଡିଆ ଜୁସ୍ ସାଙ୍ଗକୁ କଲରା, ନିମ୍ବପତ୍ର, ବେଲପତ୍ର ଓ ବିଟଗାଜର ଜୁସ୍ ପିଇବାକୁ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳେ । କେବଳ ସେତିକି ନୁହେଁ ଲୋକଙ୍କୁ ବିଭିନ୍ନ ମାରାତ୍ମକ ରୋଗରୁ ମୁକ୍ତି ପାଇବା…
Read More...

ଯୁବକଙ୍କ ମୃତ ଦେହ ଉଦ୍ଧାର

ଯାଜପୁର/ ବେଦପ୍ରକାଶ ନାୟକ:  ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ କୃଷ୍ଣଦାସପୁର ଛକ ନିକଟରୁ ଝୁଲନ୍ତା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ମଣ୍ଡୁକା ଗ୍ରାମର ଯଦୁନାଥ ଦଳାଇ । ଯଦୁନାଥ ଦୀର୍ଘ ପନ୍ଦର ବର୍ଷ ହେବ ମଣ୍ଡୁକା ଗ୍ରାମରେ ନିଜ ଶ୍ୱଶୁର…
Read More...

ମୋଦି ସାଙ୍ଗିଆ ମାମଲାରେ ରାହୁଲଙ୍କୁ ଝଟକା

ନୂଆଦିଲ୍ଲୀ: ମୋଦି ସାଙ୍ଗିଆ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଗୁଜୁରାଟ ହାଇକୋର୍ଟଙ୍କ ଝଟକା । ରାହୁଲଙ୍କ ଆବେଦନ ଖାରଜ କଲେ କୋର୍ଟ । ସୁରତ କୋର୍ଟଙ୍କ ରାୟର ପୁନର୍ବିଚାର କରିବା ସହ ଦିଆଯାଇଥିବା ଦଣ୍ଡ ଉପରେ ରୋକ ଲଗାଇବାକୁ ଆବେଦନ କରିଥିଲେ ରାହୁଲ । କିନ୍ତୁ ସୁରତ କୋର୍ଟଙ୍କ…
Read More...

୨୨ କେଜି ଗଞ୍ଜେଇ ଖାଇ ସଫା କରିଦେଲେ ମୂଷାପଲ

ଚେନ୍ନାଇ: ମୂଷା ଯୋଗୁ ଦଣ୍ଡବିଧାନରୁ ବର୍ତ୍ତିଗଲେ ୨ ଅଭିଯୁକ୍ତ । ପ୍ରମାଣ ନଷ୍ଟ ହୋଇଯିବା ଫଳରେ ଜେଲରୁ ମୁକୁଳିଲେ ଅଭିଯୁକ୍ତ । ଏଭଳି ଆଶ୍ଚର୍ଯ୍ୟକର ଘଟଣା ଘଟିଛି ତାମିଲନାଡ଼ୁରେ । ୨୦୨୦ରେ ରାଜାଗୋପାଳ ଏବଂ ନାଗେଶ୍ୱରାକୁ ପୁଲିସ ଗିରଫ କରି ସେମାନଙ୍କ ପାଖରୁ ୨୨ କେଜି ଗଞ୍ଜେଇ ଜବତ କରିଥିଲା ।…
Read More...

ସୁନା ଭଳି ଦୁର୍ଲଭ ହେଉଛି ଟମାଟୋ

କାଳ ହେଲା ଟମାଟୋ ଚାଷ । ସୁନା ଠାରୁ ଦୁର୍ଲଭ ହେଉଛି ଟମାଟୋ ଦର । ଦେଶରେ ପ୍ରଥମ ଥର ପାଇଁ ହୋଇଛି ଏଭଳି ଉତ୍କଟ ପରିସ୍ଥିତି । ଯଦି ବାଡି କିମ୍ବା ବିଲରେ ଟମାଟୋ ଚାଷ କରୁଥାନ୍ତି ତେବେ ସାବଧାନ ରୁହନ୍ତୁ, କାରଣ ଏବେ ମାତିଛନ୍ତି ଟମାଟୋ ଚୋର । ଆଶ୍ଚର୍ଯ୍ୟ କରିଦେବା ଭଳି ଦୁଇଟି ଘଟଣା ଆଜି…
Read More...

ତାଞ୍ଜାନିଆରେ ଖୋଲିବ ଭାରତର ପ୍ରଥମ ଆଇଆଇଟି କ୍ୟାମ୍ପସ୍

ନୂଆଦିଲ୍ଲୀ: ବିଦେଶୀ ରାଷ୍ଟ୍ରରେ ହେବ ଭାରତର ପ୍ରଥମ ଆଇଆଇଟି କ୍ୟାମ୍ପସ୍ । ତାଞ୍ଜାନିଆର ଜାଞ୍ଜିବରରେ ଆଇଆଇଟି କ୍ୟାମ୍ପସ୍ ଖୋଲିବା ନେଇ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି । ଜାଞ୍ଜିବର ହେଉଛି ପୂର୍ବ ଆଫ୍ରିକା ଉପକୂଳ ଅନ୍ତର୍ଗତ ସମୁଦ୍ରରେ ବିସ୍ତୃତ ତାଞ୍ଜାନିଆ ଦ୍ବୀପପୁଞ୍ଜ…
Read More...

ବାଂଲାଦେଶ ଟିମକୁ ଝଟକା: ବିଶ୍ୱକପ୍ ପୂର୍ବରୁ ଅବସର ନେଲେ କ୍ୟାପଟେନ୍ ତାମିମ୍ ଇକବାଲ୍

ଦିନିକିଆ ବିଶ୍ୱକପ୍ ୨୦୨୩ ଭାରତରେ ଆୟୋଜନ ହେବାକୁ ଯାଉଛି । ଏହି ବିଶ୍ୱକପ ପୂର୍ବରୁ ବାଂଲାଦେଶ କ୍ରିକେଟ୍ ଟିମକୁ ବଡ ଝଟକା ଲାଗିଛି । ଟିମର ଅଧିନାୟକ ତାମିମ୍ ଇକବାଲ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଏହି ଅବସର ପରେ ୩୪ ବର୍ଷିୟ ତାମିମ୍ ଇକବାଲଙ୍କ ୧୬ ବର୍ଷର…
Read More...