ବାହାନଗା ଟ୍ରେନ୍ ଟ୍ରାଜେଡି: ମାରାଥନ ଜେରା କରୁଛି ସିବିଆଇ
ବାଲେଶ୍ୱର: ବାହାନଗା ଟ୍ରେନ ଟ୍ରାଜେଡିର ଗୁମର ଧିରେ ଧିରେ ଖୋଲିବାରେ ଲାଗିଛି । ରିମାଣ୍ଡର ଆଜି ଚତୁର୍ଥ ଦିନରେ ତିନି ଅଭିଯୁକ୍ତଙ୍କୁ ମାରାଥନ ଜେରା କରୁଛି ସିବିଆଇ । ସିବିଆଇ ଖୋଜୁଛି ଦୁର୍ଘଟଣା ପଛର ସତ ।
ଅଭିଯୁକ୍ତଙ୍କ ମୁହଁରୁ ସତ ଆଦାୟ କରିବାକୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରୁଛି…
Read More...
Read More...