Browsing Tag

safique

ଆଫ୍ରିକାର ସର୍ବୋଚ୍ଚ ଶୃଙ୍ଗ ଆରୋହଣ କଲେ ଓଡ଼ିଆ ଝିଅ ଅନିତା

ଭୁବନେଶ୍ବର:  ରାଜ୍ୟ ତଥା ଦେଶ ପାଇଁ ଗର୍ବ ଆଣିଛନ୍ତି ଓଡ଼ିଶାର ଝିଅ ଅନିତା । ଆଫ୍ରିକାର ସର୍ବୋଚ୍ଚ ଶୃଙ୍ଗ ତାଞ୍ଜାନିଆର ମାଉଣ୍ଟ୍ କିଲିମାଞ୍ଜୋରୋ ଆରୋହଣ କରିଛନ୍ତି ଓଡ଼ିଆ ଝିଅ ଅନୀତା ସ୍ବାଇଁ। ବିଶ୍ବର ୭ଟି ସର୍ବୋଚ୍ଚ ମହାଦେଶୀୟ ଶୃଙ୍ଗ ଆରୋହଣର ସ୍ବପ୍ନ ଦେଖିଥିବା ଏହି ୨୭ ବର୍ଷୀୟା…
Read More...

ସବସିଡି ହ୍ରାସ ପାଇଁ ଇଭି ବିକ୍ରି ୬୦ ପ୍ରତିଶତ କମିଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସବସିଡି ହ୍ରାସ କରିବା ପରେ ଇଲେକ୍ଟ୍ରିକ୍ ଯାନ ଅଭିଯାନକୁ ଧକ୍କା ଲାଗିଛି। ଇଭି ବିକ୍ରି ହ୍ରାସ ପାଇଛି। ଗତ ମେ ମାସ ତୁଳନାରେ ଜୁନରେ ଇଭି ବିକ୍ରି ୬୦ ପ୍ରତିଶତ ହ୍ରାସ ପାଇ ୪୨ହଜାରରେ ପହଞ୍ଚିଛି। ୨୦୨୨ ଫେବ୍ରୁଆରି ପରେ ପ୍ରଥମ ଥର ପାଇଁ କୌଣସି ମାସରେ ଏତେ କମ୍…
Read More...

ଭାରତରେ କାରଖାନା ସ୍ଥାପନ ପାଇଁ ଆଲୋଚନା କରୁଛି ‘ଟେସଲା’

ନୂଆଦିଲ୍ଲୀ:  ଆଞ୍ଚଳିକ କାରଖାନା ଖୋଲିବା ଲାଗି ଇଲେକ୍ଟ୍ରିକ୍ ଯାନ ନିର୍ମାତା ‘ଟେସଲା’ ଭାରତ ସରକାରଙ୍କ ସହିତ ସକ୍ରିୟ ଭାବେ ଆଲୋଚନା ଚଳାଇଥିବା କଥା ଗଣମାଧ୍ୟମରେ ପ୍ରକାଶ ପାଇଛି । ଭାରତରେ ଇଲେକ୍ଟ୍ରିକ୍ ଯାନ ନିର୍ମାଣ କରି ସୁଲଭ ମୂଲ୍ୟରେ ଜନସାଧାରଣଙ୍କୁ ଯୋଗାଇଦେବା ‘ଟେସଲା’ର…
Read More...

ଟେଷ୍ଟ୍ କ୍ରିକେଟରେ ୭୦୦ ୱିକେଟ ନେଇ ରେକର୍ଡ କଲେ ଅଶ୍ୱିନ

ଡୋମିନିକା:   ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ଆରମ୍ଭ ହୋଇଯାଇଛି । ଏହି ମ୍ୟାଚରେ ପ୍ରଥମ ଦିନରେ ବିପକ୍ଷ ଟିମକୁ ଧୂଳି ଚଟାଇଛି ରୋହିତ ଶର୍ମାଙ୍କ ଟିମ୍ । ଅଶ୍ୱିନଙ୍କ ନେତୃତ୍ୱରେ ଭାରତୀୟ ବୋଲର ଭଲ ପ୍ରଦର୍ଶନ କରିଛନ୍ତି । ୱେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ୬୪.୩ ଓଭରରେ ୧୫୦ ରନ୍ କରି…
Read More...

ବିସିସିଆଇର ଅଜବ ନିଷ୍ପତ୍ତି: ନୂଆ ଜର୍ସିରେ ଲେଖା ହୋଇନି ‘ଇଣ୍ଡିଆ’

ଡୋମିନିକା:   ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତୀୟ କ୍ରିକେଟ୍ ଦଳ ବୁଧବାରଠାରୁ ଟେଷ୍ଟ୍ ଶୃଙ୍ଖଳା ଆରମ୍ଭ କରିଛି। କିନ୍ତୁ ପଡ଼ିଆକୁ ଓହ୍ଲାଇବା ପୂର୍ବରୁ ଏକ ବଡ଼ ବିବାଦର ସୂତ୍ରପାତ ହୋଇଛି। ବିଶ୍ବର ଅନ୍ୟତମ ଧନୀ କ୍ରୀଡ଼ାସଂସ୍ଥା ହେବା ସତ୍ତ୍ବେ ବିସିସିଆଇ କିଭଳି ଏକ କଠୋର ତଥା ନିନ୍ଦନୀୟ…
Read More...

ଆସୁଛି ଭୟାନକ ସୌରଝଡ଼, ସର୍ବନାଶ ହୋଇପାରେ ଇଣ୍ଟରନେଟ୍

ୱାସିଂଟନ:   ସକଳ ଶକ୍ତିର ଆଧାର ସୂର୍ୟ୍ୟ ନିଜ ସୌର ଚକ୍ରର ଚରମସ୍ଥିତି ଆଡ଼କୁ ବଢ଼ିବାରେ ଲାଗିଛି । ଏଥିପାଇଁ ୨୦୨୫ରେ ଭୟାନକ ସୌରଝଡ଼ ସୃଷ୍ଟି ହେବ ଏବଂ ଏହା ଇଣ୍ଟରନେଟ୍ ପାଇଁ ବିନାଶକାରୀ ହେବ ବୋଲି କେତେକ ବିଶେଷଜ୍ଞ ଆଶଙ୍କା ବ୍ୟକ୍ତ କରିଛନ୍ତି। ତେବେ ଆମେରିକାର ମହକାଶ ଗବେଷଣା ସଂସ୍ଥା…
Read More...

ରାସ୍ତାକଡ଼ ଅଳିଆଗଦାରୁ ବାହାରିଲା ମହିଳାଙ୍କ ମୃତଦେହ

ଖୋର୍ଦ୍ଧା:  ରାସ୍ତାକଡ଼ ଅଳିଆଗଦାରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଆଜି ସକାଳୁ ଏହି ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି । ଏଭଳି ଜନଗହଳିପୂର୍ଣ୍ଣ ରାସ୍ତାପାର୍ଶ୍ୱକୁ ଜଣେ ମହିଳାଙ୍କ ମୃତଦେହ କିଭଳି ଆସିଲା ତାକୁ ନେଇ ସ୍ଥାନୀୟ…
Read More...

ଏସୀୟ ଖେଳ ପ୍ରତିଯୋଗିତାରେ ହାତୀ ଓ ହନୁମାନ ମାସ୍କଟ୍

ଭୁବନେଶ୍ବର:  ଭାରତୀୟଙ୍କ ଅତି ଆପଣାର ଦୁଇ ଚେହେରା ଏବେ ଦୁଇଟି ଭିନ୍ନ ଏସୀୟ ଖେଳ ପ୍ରତିଯୋଗିତାର ମାସ୍କଟ୍ ମନୋନୀତ ହୋଇଛନ୍ତି। ବୁଧବାରଠାରୁ ଥାଇଲାଣ୍ଡର ବ୍ୟାଙ୍କକରେ ଆରମ୍ଭ ହୋଇଥିବା ୨୫ତମ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ପାଇଁ ପ୍ରଭୂ ହନୁମାନଙ୍କୁ ସ୍ଥାନିତ କରାଯାଇଥିବା ବେଳେ ଅଗଷ୍ଟ…
Read More...

ଭାରତ-ୱେଷ୍ଟଇଣ୍ଡିଜ୍ ଟେଷ୍ଟ୍ ସିରିଜ: ୱେଷ୍ଟଇଣ୍ଡିଜକୁ ୧୫୦ ରନରେ ଅଲଆଉଟ କଲା ଟିମ୍ ଇଣ୍ଡିଆ

ୱେଷ୍ଟଇଣ୍ଡିଜ୍ ୧୫୦ ରନରେ ଅଲଆଉଟ । ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ପ୍ରଥମ ଟେଷ୍ଟ ମୁକାବିଲାରେ ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରି ୱେଷ୍ଟଇଣ୍ଡିଜକୁ ମାତ ଦେଇଛି । ପ୍ରଥମ ଦିନରେ ୱେଷ୍ଟଇଣ୍ଡିଜ୍ ଟିମ୍ ମାତ୍ର ୧୫୦ ରନରେ ଅଲଆଉଟ ହୋଇଛି । ୬୪.୩ ଓଭର ଖେଳି ୧୫୦ ରନ କରିଥିଲା ଟିମ୍ । ବୋଲିଂରେ…
Read More...

ବିଶ୍ୱ ପାରା ଦୌଡ଼କୁଦରେ କିଟ୍ ଛାତ୍ର ପ୍ରବୀଣଙ୍କୁ ରୌପ୍ୟ

ଭୁବନେଶ୍ୱର:  କିଟ୍ ବିଶ୍ବବିଦ୍ୟାଳୟ ଛାତ୍ର ପ୍ରବୀଣ କୁମାର ମଙ୍ଗଳବାର ପ୍ୟାରିସଠାରେ ଅନୁଷ୍ଠିତ ବିଶ୍ବ ପାରା ଦୌଡ଼କୁଦ ପ୍ରତିଯୋଗିତାର ହାଇଜମ୍ପ୍ (ଟି-୪୪/୬୪) ଇଭେଣ୍ଟରେ କାଂସ୍ୟ ପଦକ ଜିତିବା ସହିତ ୨୦୨୪ ପ୍ୟାରିସ୍ ପାରା ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛନ୍ତି। କ୍ରୀଡ଼ା କୋଟାରେ କିଟରେ…
Read More...