Browsing Tag

Russian

ଋଷ ର ମିସାଇଲ ମାଡରେ ୟୁକ୍ରେନର ୧୮ ଜଣ ଆହତ

ବ୍ୟୁରୋ : ୟୁକ୍ରେନ ଉପରେ ପୁଣି ଆକ୍ରମଣ କଲା ଋଷ । କିଭ ଓ ୟୁକ୍ରେନର କିଛି ସ୍ଥାନରେ ମିସାଇଲ ମାଡ କରିଛି ଋଷ । ଏହି ଆକ୍ରମଣ ରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସହ ୟୁକ୍ରେନର ପୂର୍ବ, ପଶ୍ଚିମ ଓ କେନ୍ଦ୍ରାଞ୍ଚଳର କିଛି ସ୍ଥାନରେ ସରବରାହ ବ୍ୟାଘାତ ହୋଇଛି । ଏହି ମିସାଇଲ ଆକ୍ରମଣରେ ୧୮ ଜଣ ଆହତ…
Read More...

ରୁଷର ଯୁଦ୍ଧ ଜାହାଜକୁ ମିସାଇଲ ମାଡ କଲା ୟୁକ୍ରେନ

ବ୍ୟୁରୋ: ରୁଷର ଯୁଦ୍ଧ ଜାହାଜକୁ ମିସାଇଲ ମାଡ କଲା ୟୁକ୍ରେନ । କ୍ରିମିୟା ନାଭାଲ ବେସ୍ ଉପରେ ରୁଷ ଯୁଦ୍ଧ ଜାହାଜକୁ ମିସାଇଲ ମାଡ଼ କରିଛି ୟୁକ୍ରେନ। ଏଥିରେ ୨ଟି ରୁଷ ୱାର ସିପ୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨୪ ଜଣ ଆହତ ହୋଇଥିବା କୁହାଯାଉଛି । ମିସାଇଲ ମାଡ଼ ପରେ ସେଭାଷ୍ଟୋପୋଲ ସିପ୍ ୟାର୍ଡରୁ…
Read More...