Browsing Tag

Russia

ପୁଟିନଙ୍କୁ ଏଲନ ମସ୍କଙ୍କ ଖୋଲା ଚ୍ୟାଲେଞ୍ଜ !

ୱାସିଂଟନ :  ଏବେ ଏଲନ ମସ୍କ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ମସ୍କ ଟ୍ଵିଟ୍‌ ଜରିଆରେ ତାଙ୍କୁ ସିଙ୍ଗଲ ଲଢ଼େଇ ପାଇଁ ଉସୁକାଇଛନ୍ତି ଏବଂ କହିଛନ୍ତି, ୟୁକ୍ରେନ ବାଜିରେ ରହିବ। ଯିଏ ଏହି ଲଢ଼ିବ ଜିତିବ, ୟୁକ୍ରେନ ତା’ର ହେବ। ଏହି ଟ୍ଵିଟ୍‌ ଉପରେ ହଜାର…
Read More...

୫୦ ମିନିଟ ଧରି କଥା ହେଲେ ପୁଟିନ ଓ ମୋଦି

ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହୋଇ ଥିଲେ ମୋଦି । ଏବେ ପୁଟିନଙ୍କ ସହ କଥା ହୋଇଛନ୍ତି ମୋଦି । ଭାରତୀୟଙ୍କ ନିରାପଦ ଉଦ୍ଧାର ପ୍ରସଙ୍ଗରେ କଥା ହୋଇଥିବା…
Read More...

ଜାତିସଂଘରେ ଭାରତର ସ୍ୱାଧିନ ପକ୍ଷ ପାଇଁ ଆମେ କୃତଜ୍ଞ : ରୁଷ ରାଷ୍ଟ୍ରଦୂତ

ଖାରକିଭ୍: ଘନ ଘନ ଚାଲିଛି ମିଶାଇଲ ମାଡ । ଯୁଦ୍ଧରେ ଥରହର ୟୁକ୍ରେନ । ହେଲେ ହାର ମାନିବାକୁ ନାରାଜ ୟୁକ୍ରେନ । ଦେଶର ନାଗରିକଙ୍କ ଚିନ୍ତାରେ ୟୁକ୍ରେନର ରାଷ୍ଟ୍ରପତି । ଆଜି ସରକାରୀ ପୋଲିସ ବିଲ୍ଡିଂକୁ ଉଡାଇଦେଇଛି ଋଷ । ନିଜ ଜୀବନକୁ ବଞ୍ଚାଇବା ପାଇଁ ନାଗରିକ ଏବଂ ସେଠାରେ ଥିବା ଭାରତୀୟ ବିକଳ…
Read More...

ଦାଉ ସାଧୁଛି ଋଷ ପୋଲିସ !

ଋଷ: ଥମୁନି ୟୁକ୍ରେନ-ଋଷ ଯୁଦ୍ଧ । ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି , ଆମ ପାଇଁ ଆହୁରୀ ୨୪ ଘଣ୍ଟା । ୟୁକ୍ରେନ ନାଗରିକ ମାନେ ଭୟରେ ରହିଛନ୍ତି । ସେପଟେ ଏଭଳି ଯୁଦ୍ଧକୁ ଗ୍ରହଣ କରିପାରୁନାହାନ୍ତି ଖୋଦ ଋଷ ବାସୀ। ଯେଉଁଥିପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି ଋଷର ନାଗରିକ । ଯଥାଶିଘ୍ର ଯୁଦ୍ଧ…
Read More...

ଋଷ ବିରୋଧରେ ଲଢିବାକୁ ଆହ୍ୱାନ ଦେଲେ ୟୁକ୍ରେନ ସାଂସଦ !

ୟୁକ୍ରେନ ଉପରେ ଘନ ଘନ ମିଶାଇଲ ମାଡ କରୁଛି ଋଷ । ଯୁଦ୍ଧର ତୃତୀୟ ଦିନରେ ଋଷର ସୈନ୍ୟମାନେ ଧୀରେ ଧିରେ ଆଗକୁ ବଢିବାରେ ଲାଗିଛନ୍ତି । ୟୁକ୍ରେନ -ଋଷ ର ଯୁଦ୍ଧ ଭିତରେ ବଳିପଡିଯାଇଛନ୍ତି ଭାରତୀୟ ନାଗରିିକ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ଚେଷ୍ଟା ଜାରି ରହିଛି । କିଛି ଦେଶ ମଧ୍ୟ…
Read More...

ଋଷ ଟ୍ୟାଙ୍କରରେ ସୋଭିଏତ ୟୁନିୟନର ପତାକା !

ଆଜି କୁ ୩ ଦିନ ହେବ ଋଷ-ୟୁକ୍ରେନ ମଧ୍ୟରେ ମହାଯୁଦ୍ଧ ଚାଲିଛି । ୟୁକ୍ରେନ ରାଜଧାନୀ କ୍ୱିବ୍‌ରେ ପହଞ୍ଚିସାରିଛନ୍ତି ସେନା । ଏକପ୍ରକାର ଋଷ ୟୁକ୍ରେନକୁ ପରାସ୍ତ କରିିସାରିଛି । ଯୁଦ୍ଧ ଭିତରେ ଫସିରହିଛନ୍ତି ଅନେକ ଭାରତୀୟ । ସେମାନଙ୍କୁ ଉଦ୍ଧାର କରାଯାଉଛି । ଯୁଦ୍ଧରେ କେତେ କିଏ ମୃତ୍ୟୁବରଣ…
Read More...

ଏବେ ବି ଟଳିନି ଋଷ ଓ ୟୁକ୍ରେନ୍ ଭିତରେ ଯୁଦ୍ଧ ସଙ୍କଟ

ନୂଆଦିଲ୍ଳୀ: ଏବେ ବି ଟଳିନି ଋଷ ଓ ୟୁକ୍ରେନ୍ ଭିତରେ ଯୁଦ୍ଧ ସଙ୍କଟ । ଆଉ ଏହାରି ଭିତରେ ୟୁକ୍ରେନରୁ କେମିତି ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯିବ ସେନେଇ ତକ୍ରାଳ କିଛି ବି ଯୋଜନା ହୋଇନାହିଁ । ଏଥିପାଇଁ କୌଣସି ବିଶେଷ ଉଡାଣ କରାଯାଉନାହିଁ । ତେବେ ଭାରତ-ୟୁକ୍ରେନ୍ ଭିତରେ ଚାର୍ଟାର୍ଡ ଉଡାଣକୁ…
Read More...

ଋଷକୁ ଫେରିଲା ଲକଡ଼ାଉନ

ନୂଆଦିଲ୍ଲୀ: ଋଷରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବା ରେ ଲାଗିଛି । କରୋନା ସଂକ୍ରମଣର ଦ୍ୱିତୀୟ ଲହର ଥମିନଥିବା ବେଳେ ଋଷରେ ଏବେ ପୁଣି କରୋନା ସଂକ୍ରମଣର ତୃତୀୟ ଲହର ଦେଖିବାକୁ ମିଳିଛି । ଗତ ୨୪ ଘଂଟା ମଧ୍ୟରେ ଋଷରେ ୪୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେବା ପରେ ଏହାକୁ ନେଇ ଚିନ୍ତାରେ…
Read More...