Browsing Tag

Russia

ୱାଗନର ସେନା ଆରମ୍ଭ କରିଛି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ବିଦ୍ରୋହ

ବ୍ୟୁରୋ : ୱାଗନର ସେନା ଆରମ୍ଭ କରିଛି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ବିଦ୍ରୋହ | ୱାଗନର ଗ୍ରପକୁ ସମାପ୍ତ କରିବାକୁ ପୁଟିନ ଋଷ ସେନାକୁ ଧମକ ଦେବା ପରେ ଏହାର ଜବାବ ରଖିଛନ୍ତି ୱାଗନର ଗ୍ରୁପର ମୁଖ୍ୟ । ସେ କହିଛନ୍ତି କି ଖୁବଶୀଘ୍ର ଋଷକୁ ନୂଆ ରାଷ୍ଟ୍ରପତି ମିଳିବାକୁ ଯାଉଛି…
Read More...

ବିଜୟ ଦିବସ ପାଳନ କରୁଛି ଋଷ

ମସ୍କୋ : ସମଗ୍ର ଋଷ ଉତ୍ସବମୁଖର ହୋଇଉଠିଛି । ବିଜୟ ଦିବସ ପାଳନ କରୁଛି ଋଷ । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଋଷ ସେନାର ଅଦ୍ଭୁତପୂର୍ବ ବିଜୟ ପାଇଁ ବିଜୟ ଦିବସ ପାଳନ କରୁଛି ଋଷ । ଏଥିପାଇଁ ମସ୍କୋ ରେଡସ୍କୋୟାରରେ ଅନୁଷ୍ଠିତ ହେବାକୁଯାଉଛି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ସମସ୍ତ ବାହିନୀର ଆକର୍ଷଣୀୟ…
Read More...

ଋଷ ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରିକଲେ ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ।

ଋଷ : ଜେଲ୍ ଯିବେ ପୁଟିନ୍ । ଖୁବ୍ ଶୀଘ୍ର ଗିରଫ ହୋଇପାରନ୍ତି ଋଷ ରାଷ୍ଟ୍ରପତି ପୁଟିନ । କାରଣ ତାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି ହୋଇଛି । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଆରେଷ୍ଟ ଓ୍ବାରେଣ୍ଟ ଜାରି କରିଛି ଇଣ୍ଟରନ୍ୟାସନାଲ କ୍ରିମିନାଲ କୋର୍ଟ। ୟୁକ୍ରେନ ଉପରେ ଆକ୍ରମଣ…
Read More...

ୟୁକ୍ରେନ ଉପରେ ମିସାଇଲ ବର୍ଷା କରୁଛି ଋଷ

କିଭି: ୟୁକ୍ରେନର ମୁଖ୍ୟ ସହାର ଉପରେ ମିସାଇଲ ବର୍ଷା କରୁଛି ଋଷ । ଏୟାର ଷ୍ଟ୍ରାଇକ ଯୋଗୁଁ ୟୁକ୍ରେନର ଅନେକ ସହର କିବ୍‌, ଲିବିବ ଆଦି ବ୍ଲାକଆଉଟ ହୋଇଛି । ଋଷର ଏହି ଏୟାର ଷ୍ଟ୍ରାଇକର ଯବାବ ଦେବ ୟୁକ୍ରେନ । ସେଥିପାଇଁ ୟୁକ୍ରେନକୁ ୠ-୧୬ ଫାଇଟର ପ୍ଲେନ ଯୋଗାଇଦେବାକୁ ଆମେରିକାକୁ ଅପିଲ କରିଛନ୍ତି…
Read More...

ଅର୍ଥୋଡକ୍ସ ଖ୍ରୀଷ୍ଟମାସ ପାଇଁ ଜାନୁଆରୀ ୬ ଓ ୭ ଅସ୍ତ୍ରବିରତି କରିବ ଋଷ

ନୂଆଦିଲ୍ଲୀ : ଦୀର୍ଘ ଦିନ ଧରି ଚାଲିଥିବା ରୁଷ-ୟୁକ୍ରେନ ଯୁଦ୍ଧରେ ଦୁଇ ଦିନ ବିରାମ ଲାଗିବ । ଗୁରୁବାର ରୁଷ ରାଷ୍ଟ୍ରପତି ବ୍ଲାଡମିର ପୁଟିନ କହିଛନ୍ତି ଜାନୁଆରୀ ୬ ଓ ୭ ତାରିଖ ଦୁଇ ଦିନ ଧରି ରୁଷ ସେନା ୟୁକ୍ରେନ ଉପରେ ଆକ୍ରମଣ କରିବ ନାହିଁ ବୋଲି ନିଷ୍ପତ୍ତି ନେଇଛି । ଅର୍ଥୋଡକ୍ସ କ୍ରିଷ୍ଟମାସ…
Read More...

୩ୟ ବିଶ୍ବଯୁଦ୍ଧ ପାଇଁ କ୍ଷେପଣାସ୍ତ୍ର ପକାଯାଇଛି : ରୁଷ୍

କିବ୍ : ୟୁକ୍ରେନର ପଡ଼ୋଶୀ ଦେଶ ପୋଲାଣ୍ଡରେ କ୍ଷେପଣାସ୍ତ୍ର ପଡ଼ିବା ପରେ ତାହା ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି । ଏହି ଉତ୍ତେଜନା ବିଶ୍ବକୁ ଏକ ୩ୟ ବିଶ୍ବଯୁଦ୍ଧ ଆଡ଼କୁ ଟାଣିନେବାର ଆଶଙ୍କା ଦେଖାଦେଇଛି ।ରୁଷ ପକ୍ଷରୁ ଏହି କ୍ଷେପଣାସ୍ତ୍ର ମାଡ଼ କରାଯାଇଥିବା ପ୍ରଥମେ ସଂଦେହ…
Read More...

ଅଜଣା ରୋଗରେ ପୀଡିତ ପୁଟିନ; ଚିନ୍ତାରେ ଋଷ

ରିପୋର୍ଟ: ପୁଣି ଥରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଆଡକୁ ଗତି କରୁଛି । ପୁଟିନଙ୍କ ହାତରେ କିଛି ଫଟୋ ଏବେ ସାମ୍ମନାକୁ ଆସିଛି । ତାଙ୍କ ହାତରେ କିଛି ଅଜବ ପ୍ରକାରର ଚିହ୍ନ ଦେଖିବାକୁ ମିଳିଛି । ଯାହାକୁ ନେଇ ଅବସରପ୍ରାପ୍ତ ବ୍ରିଟିଶ ସେନା ଅଧିକାରୀ ରିଚାର୍ଡ…
Read More...

ବଢୁଛି ରୁଷ-ୟୁକ୍ରେନ ବିବାଦ

ୟୁକ୍ରେନକୁ ରୁଷର କଡା ଜବାବ । ଦୁଇ ଦେଶ ମମଧ୍ୟରେ ହୋଇଥିବା ଚୁକ୍ତି ସ୍ୁାକ୍ଷରକୁ ନେଇ ବଢୁଛି ବିବାଦ । କେତେକ ଅଞ୍ଚଳକୁ ରୁଷ୍ ନିଜର ବୋଲି ଘୋଷଣା କରିବାର ଦିନକ ପରେ ୟୁକ୍ରେନ ସେନା ରୁଷ ସେନା ଉପରେ ରାଗ ସୁଜାଉଛନ୍ତି । ରୁଷ କବଜାରେ ଥିବା ଲାଇମାନ ସହରରେ ହଜାର ହଜାର ରୁଷ ସୈନ୍ୟଙ୍କୁ…
Read More...

ରାଜଧାନୀ କିବ୍ ଉପରେ ମିସାଇଲ ମାଡ କଲା ରୁଷିଆ

ବ୍ୟୁରୋ: ୟୁକ୍ରେନ ରୁଷିଆ ମଧ୍ୟରେ ଯୁଦ୍ଧ ଥମିବାର ନାମ ନେଉନାହିଁ । ଏହା ଭିତରେ ଯୁଦ୍ଧ ୬୫ ଦିନରେ ପହଂଚିଛି । ଯୁଦ୍ଧ ରୋକିବା ନିମନ୍ତେ ଜାତିସଂଘ ସମେତ ବିଭିନ୍ନ ଦେଶର ଅପିଲ କଲେ ମଧ୍ୟ ବି କାହା କଥା ଶୁଣିବାକୁଚାହୁଁନାହିଁ ମସ୍କୋ । ୟୁକ୍ରେନର ବିଭିନ୍ନ ସହର ଉପରେ ଏବେ ବି ଆକ୍ରମଣ ଜାରି…
Read More...

ରୁଷ ଦମ୍ପତିଙ୍କୁ ଗିରଫ କଲା ୟୁପି ପୁଲିସ

ବୃନ୍ଦାବନ: ମଥୁରା ଏବଂ ବୃନ୍ଦାବନ ବୁଲିବାକୁ ଆସିଥିବା ରୁଷ ଦମ୍ପତିଙ୍କୁ ୟୁପି ପୁଲିସ ଗିରଫ କରିଛି। ଏହି ରୁଷ ପର୍ଯ୍ୟଟକଙ୍କ ଭିସା ଅବଧି ସରି ଅଧିକ ଦିନ ରହିଥିବାରୁ ପୁଲିସ ତାଙ୍କୁ ଗିରଫ କରିଛି। ଗିରଫ ଦମ୍ପତି ହେଲେ ନାଟାଲିଆ କ୍ରିଭୋନୋସୋଭ୍‌ ଏବ ରୋମାନଭ୍‌ ୟାରୋସାଲଭ୍‌। ଏହି ଦମ୍ପତି ୨୦୧୩…
Read More...