Browsing Tag

russia ukraine war

ଆହତ ଯବାନଙ୍କ ସହ ହସ୍ପିଟାଲରେ ସାକ୍ଷାତ କଲେ ଜେଲେନ୍ସକି

କିଭ : ଋଷ-ୟୁକ୍ରେନ ମଧ୍ୟର ଯୁଦ୍ଧକୁ ପୁରିଲା ୧୯ ଦିନ । ଏହି ୧୯ ଦିନ ଭିତରେ ଧ୍ୱଂସ ହେଇ ଚାଲିଛି ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର । ଅନେକ ସୈନ୍ୟଙ୍କ ସହ ସାଧାରଣ ଳୋମାନେ ମଧ୍ୟ ଏହି ଯୁଦ୍ଧରେ ନିଜ ପ୍ରାଣ ବଳି ଦେଇ ସାରିଲେଣି । କିନ୍ତୁ ଯୁଦ୍ଧ ସମୟରେ ନିଜ ସୈନିକମାନଙ୍କ ମନୋବଳ ଭାଙ୍ଗିବା…
Read More...

ଚାଲିଛି ସଂସଦ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ: ମୋଦିଙ୍କ ନାରାରେ କମ୍ପିଲା ଗୃହ

ନୂଆଦିଲ୍ଲୀ: ଆଜି ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଦେଶରେ ବେକାରୀ ସମସ୍ୟା ବୃଦ୍ଧି, ଇପିଏଫ୍ ଉପରେ ସୁଧ ହାର ହ୍ରାସ ଏବଂ ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର ଭଳି ଅନେକ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଅଣ୍ଟା ଭିଡିଛନ୍ତି ବିରୋଧୀ | ବଜେଟ୍…
Read More...

ନାଟୋ ନିକଟରେ ୟୁକ୍ରେନ ଆକାଶକୁ ନୋ ଫ୍ଲାଇଙ୍ଗ ଜୋନ କରିବାକୁ ଜେଲେନ୍‌ସ୍କିଙ୍କ ଦାବି

ଓଡେଶା: ଋଷ-ୟୁକ୍ରେନ ମଧ୍ୟର ଯୁଦ୍ଧକୁ ପୁରିଲା ୧୯ ଦିନ । ଏହି ୧୯ ଦିନ ଭିତରେ ଧ୍ୱଂସ ହେଇ ଚାଲିଛି ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର । ଆଉ ଏହି ଯୁଦ୍ଧ ଭିତରେ ଆଜି ପୁଣି ଋଷ ଓ ୟୁକ୍ରେନ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବାକୁ ଯାଉଛି । ଏ ନେଇ ସୂଚନା ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି…
Read More...

ଖାଦ୍ୟ ସୁରକ୍ଷାକୁ ନେଇ ବଢି ପାରେ ଦଙ୍ଗା

ଓଡେଶା: ଋଷ-ୟୁକ୍ରେନ ଯୁଦ୍ଧକୁ ପୁରିଲା ୧୬ ଦିନ । ତଥାପି ଥମୁନି ଏହି ଯୁଦ୍ଧ । ଋଷ ଲଗାତାର ୟୁକ୍ରେନ ଉପରେ କରି ଚାଲିଛି ଆକ୍ରମଣ । ସେପଟେ ୟୁକ୍ରେନ ବି ହାର ମାନିବାକୁ ନାରାଜ । ଏହି ଯୁଦ୍ଧରେ ଅନେକ ବଡ ବଡ ଅଟାଳିକା ଧ୍ୱଂସ ହେଲାଣି । ହଜାର ହଜାର ଲୋକଙ୍କର ଜୀବନ ଗଲାଣି । କେବଳ ସୈନିକଙ୍କ…
Read More...

ବିସ୍ପୋରଣରେ ପ୍ରାଣ ହରାଇଲେ ୟୁକ୍ରେନର ମାର୍ଶାଲ ଆର୍ଟ  ଚାମ୍ପିଅନ୍  

ବ୍ୟୁରୋ- ଋଷ ସେନା ଆକ୍ରମଣରେ ଜୀବନ ଗଲା ୟୁକ୍ରେନର ନ୍ୟାସନାଲ ମାର୍ଶାଲ ଆର୍ଟ ଚମ୍ପିଅନ୍  । ଆଜକୁ ୧୩ ଦିନ ହେବ ଋଷ- ୟୁକ୍ରେନ ମଧ୍ୟରେ  ଜୋରଦାର ଘମାଘୋଟ ଲଢେଇ ଚାଲିଛି  । କିବ୍ , ଖାରକିବ୍ , ଚାର୍ଣ୍ଣିବିଲ ପରି ସହରକୁ ଧ୍ୱସ୍ତ ବିଧ୍ୱଂସ୍ତ କରିବା ପରେ  ବର୍ତ୍ତମାନ ସୁମି ସହରକୁ ଛାରଖାର…
Read More...

୩୦ ବର୍ଷର କ୍ଷତି ସହୁଛି ଋଷ

ୱାସିଂଟନ : ଋଷ ୩୦ ବର୍ଷ ମଧ୍ୟରେ କୌଣଷି ରାଷ୍ଟ୍ର ଉପରେ ଏପରି ଭୟଙ୍କର ଆକ୍ରମଣ କେବେ କରି ନ ଥିଲା । ୧୯୯୧ରୁ ସୋଭିଏତ ସଂଗଠନରୁ ୟୁକ୍ରେନ ଅଲଗା ହେବା ପରଠାରୁ ଋଷ ସହ ବିବାଦ ଲାଗି ରହିଛି । ଏହା ସହ ୟୁକ୍ରେନ ଯେବେଠୁ ନାଟୋରେ ସାମିଲ ହେବା କଥା ଉଠାଇଲା ସେବେଠୁ ଏହି ବିବାଦ ଉଗ୍ର ରୂପ ନେଇଛି ।…
Read More...

ଶେଷରେ ଋଷ ଆଗରେ ମୁଣ୍ଡ ନୁଆଁଇଲା ୟୁକ୍ରେନ

ସୁମି : ଆଜିକୁ ପ୍ରାୟ ୧୩ ଦିନ ପୂରିଲା ଋଷ-ୟୁକ୍ରେନ ଯୁଦ୍ଧ । ବହୁକ୍ଷତି ସହି ପରିଶେଷରେ ମୁଣ୍ଡ ନୁଆଁଇଲା ୟୁକ୍ରେନ । ବିଶ୍ୱର ମହାଶକ୍ତିଶାଳୀ ରାଷ୍ଟ୍ର ଋଷର ସେନା ଆଗରେ ଆଉ ତିଷ୍ଠିବାର ଆଶା ନ ଥିବା ଜାଣି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ବୁଝାମଣା କରିବାକୁ ପ୍ରସ୍ତୁତ ଅଛନ୍ତି । ନାଟୋର…
Read More...

ୟୁକ୍ରେନରୁ ଫେରିଲେ ଆଉ ୪୮ ଛାତ୍ରଛାତ୍ରୀ

ଭୁବନେଶ୍ୱର- ଋଷ- ୟୁକ୍ରେନ ମଧ୍ୟରେ ଚାଲିଛି ଜୋରଦାର ଲଢେଇ । ଏହାରି ଭିତରେ ଅନେକ ଭାରତୀୟ ଛାତ୍ରଛାତ୍ରୀ ଫସିରହିଛନ୍ତି ।ତତ୍ ମଧ୍ୟରେ ୟୁକ୍ରେନରୁ ଆଉ ୪୮ ଓଡିଆ ଛାତ୍ରଛାତ୍ରୀ ଫେରିଛନ୍ତି । ଗତକାଲି ରାତିରେ ସମସ୍ତେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ପରିବାର ବର୍ଗକୁ ଦେଖି…
Read More...

ୟୁକ୍ରେନ ସ୍ତ୍ରୀଙ୍କ ସହ ଫସି ରହିଛିନ୍ତି ହିନ୍ଦୁସ୍ଥାନ ସ୍ୱାମୀ

ନୂଆଦିଲ୍ଲୀ : ୟୁକ୍ରେନ- ରୁଷରେ ଘମାଘୋଟ ଲଢେଇ । ଏହି ଯୁଦ୍ଧଭିତରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରାଯାଉଛି । କିନ୍ତୁ ଦିଫାଂଶୁ ପ୍ରତାପ ସିଂହ ରାଣା ନାମକ ଜଣେ ଯୁବକ ଭାରତୀୟ ହୋଇ ମଧ୍ୟ ୟୁକ୍ରେନରୁ ଭାରତ ଫେରି ପାରୁନାହାନ୍ତି । ସେ ୟୁକ୍ରେନରେ ଡାକ୍ତରୀ ପାଠ ପଢିବା ପରେ ସେଠାରେ…
Read More...

ସାବଧାନ!! ଦୁଇଗୁଣା ବଢ଼ିପାରେ ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ: ଆମେରିକା ଓ ୟୁରୋପକୁ ଋଷର ଧମକ। ୟୁକ୍ରେନ୍ ଓ ଋଷ ମଧ୍ୟରେ ଯୁଦ୍ଧକାଳୀନ ପରିସ୍ଥିତି ମଧ୍ୟରେ ସାମନାକୁ ଆସିଛି ଅଶୋଧିତ ତୈଳ ଦର ଦୁଇ ଗୁଣା ବୃଦ୍ଧି ନେଇ ଚିନ୍ତାଜନକ ଖବର ।ଅଶୋଧିତ ତୈଳ ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆମେରିକା ଏବଂ ୟୁରୋପ ଭଳି ପଶ୍ଚିମ ଦେଶ ଗୁଡିକୁ ଋଷର କଡ଼ା…
Read More...