Browsing Tag

russia ukraine war

ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା ଲାଗି ବଡ଼ ଧରଣର ଶୋଭାଯାତ୍ରା

କିଭ୍: ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା ନେଇ ରୋମରେ ବଡ଼ ଧରଣର ଶୋଭାଯାତ୍ରା ହୋଇଛି । ଏଥିରେ ସାମିଲ ହୋଇଛନ୍ତି ହଜାର ହଜାର ଜନତା । ଯୁଦ୍ଧର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଯାହାକୁ ନଜର ରଖି ଇଟାଲି ଜେନେରାଲ ଶ୍ରମ ସଂଘ ବା ସିଜିଆଇଏଲ ପକ୍ଷରୁ ହଜାର ହଜାର ଶ୍ରମିକ ଶାନ୍ତି…
Read More...

ଆଲୋଚନା ପାଇଁ ରାଜି ହେଲେ ଜେଲେନସ୍କି

କିଭ୍: ୟୁକ୍ରେନ ଓ ଋଷ ମଧ୍ୟର ଯୁଦ୍ଧକୁ ଏକ ମାସ ପୁରିଗାଲାଣି । ତଥାପି ଯୁଦ୍ଧ ଥମିବାର ନାଁ ନେଉ ନାହିଁ । ଏହି ଦୁଇ ଦେଶର ଯୁଦ୍ଧ ଭିତରେ ହଜାର ହଜାର ଲୋକଙ୍କର ଜୀବନ ଗଲାଣି । ଏହାରି ଭିତରେ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ ୟୁକ୍ରେନ ନିରପେକ୍ଷତା ଉପରେ ଋଷର ବିଚାରକୁ ନେଇ…
Read More...

ସାଙ୍ଗାତିକ ଯୋଜନାର ଶିକାର ହେବେ ପୁଟିନ !

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୨୭ ଦିନ ବିତିଲାଣି। ଏହାର ପ୍ରତିବାଦରେ ଦୁନିଆର ଅଧିକାଂଶ ଦେଶ ରୁଷକୁ ବହିଷ୍କାର କରି ସାରିଲେଣି। ରୁଷ ଉପରେ ପାଶ୍ଚାତ୍ୟ ଦେଶଗୁଡିକ ପକ୍ଷରୁ ବାସନ୍ଦ ଲାଗୁ କରାଯାଇଥିବାରୁ ଦେଶର ଶିଳ୍ପପତି, ବ୍ୟବସାୟୀ ଓ ବରିଷ୍ଠ ଶାସକମାନେ ଘୋର କ୍ଷତିଗ୍ରସ୍ତ…
Read More...

ଯୁଦ୍ଧ ବନ୍ଦ କରିବାକୁ ଋଷର ବିକଳ୍ପ ; ‘ଅସ୍ତ୍ର ଛାଡ ଆମେ ସୁରକ୍ଷା ଦେବୁ!’

ଓଡେଶା : ଋଷ–ୟୁକ୍ରେନ ଯୁଦ୍ଧକୁ ୨୬ ଦିନ ହୋଇଗଲାଣି । ତଥାପି କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିନି ଏହି ଯୁଦ୍ଦ । ଯୁଦ୍ଧର ପ୍ରକୋପ କମିବା ବଦଳେ ତୀବ୍ରତର ହେବାରେ ଲାଗିଛି । ସେନା ସମେତ ହଜାର ହଜାର ସାଧାରଣ ଲୋକଙ୍କ ଜୀବନ ନେଲାଣି ଏହି ଦୁଇ ଦେଶର ଯୁଦ୍ଧ । ପ୍ରଥମେ ୟୁକ୍ରେନ ରାଜଧାନୀ କିଭକୁ…
Read More...

ଚୀନକୁ ଆମେରିକାର ଧମକ : ଯୁଦ୍ଧରେ ଋଷକୁ ସାହଯ୍ୟ କଲେ ମିଳିବ ଭୟଙ୍କର ଫଳ

ୱାସିଂଟନ : ୟୁକ୍ରେନ-ଋଷ ଯୁଦ୍ଧକୁ ପୁରିଗାଲା ୩ ସପ୍ତାହ । କିନ୍ତୁ ଏପର୍ଯ୍ୟନ୍ତ ଏହାର କୌଣସି ସମାଧାନର ବାଟ ବାହାରି ପାରିଲାନାହିଁ । ଏହି ଯୁଦ୍ଧରେ କିଛି ଦେଶ ୟୁକ୍ରେନକୁ ସମର୍ଥନ କରୁଥିବା ବେଳେ, ଅନ୍ୟ କିଛି ଦେଶ ଋଷକୁ ସମର୍ଥନ କରୁଥିବାର ଦେଖିବାକୁ ମିଳୁଛି । ଏହି ପ୍ରସଙ୍ଗରେ ଚୀନ ମଧ୍ୟ…
Read More...

ଋଷିଆରୁ ଅଶୋଧିତ ତୈଳ ଆମଦାନୀ କରିପାରେ ଭାରତ !

ନୂଆଦିଲ୍ଲୀ: ଋଷର ୟୁକ୍ରେନ ଉପରେ ଆକ୍ରମଣ ଯୋଗୁ ୟୁରୋପୀୟ ଦେଶ ଗୁଡିକ ଋଷିଆ ଉପରେ କଡା କଟକଣା ଜାରି କରିଛନ୍ତି । ଅନ୍ୟପକ୍ଷେ ଋଷିଆ ରିହାତି ମୂଲ୍ୟରେ ଅଶୋଧିତ ତୈଳ ଓ ଗ୍ୟାସ ଭାରତକୁ ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଛି । ତେବେ ଭାରତ ସରକାର ଏହି ପ୍ରସ୍ତାବ ଉପରେ ଗୁରୁତର ସହ ଚିନ୍ତା କରୁଛନ୍ତି…
Read More...

ୟୁକ୍ରେନରେ ମାନବିକ ସ୍ଥିତିର ଅବନତି ହେତୁ ଭାରତ ଗଭୀର ଚିନ୍ତିତ : ଜାତିସଂଘ ଦୂତ

ନୂଆଦିଲ୍ଲୀ: ଜାତିସଂଘ ଦୂତ ତିରୁମୁର୍ତ୍ତୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୁରନ୍ତ ଅସ୍ତ୍ରବିରତି ଉଲ୍ଲଂଘନ କରିବାକୁ କହିଛନ୍ତି ଏବଂ କଥାବାର୍ତ୍ତା ଏବଂ କୂଟନୈତିକ ପଥ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ସେ କହିଛନ୍ତି। ୟୁକ୍ରେନରୁ ପ୍ରାୟ ୨୨.୫୦୦ ନାଗରିକଙ୍କ…
Read More...

ଯୁଦ୍ଧ ବିରୁଦ୍ଧରେ ମନ୍ତବ୍ୟ ଦେଇ ଲାଇଭ ଟିଭି ସୋରେ ପ୍ରବେଶ କଲେ ରୁଷ ମହିଳା : ପ୍ରସଂଶା କଲେ ୟୁକ୍ରେନ ରାଷ୍ଟ୍ରପତି

ୱାସିଂଟନ : ୨୦ ଦିନରେ ପହଞ୍ଚିଲା ୟୁକ୍ରେନ୍-ରୁଷ ଯୁଦ୍ଧ । ଦୁଇ ଦେଶ ମଧ୍ୟରେ ଚାଲିଛି ଘମାଘୋଟ ଲାଢ଼େଇ । ରୁଷ ସେନା ୟୁକ୍ରେନ୍ ଉପରେ ଅହରହ ଆକ୍ରମଣ କରୁଛନ୍ତି । ହେଲେ ଋଷ ସରକାରଙ୍କ ଏହି ଯୁଦ୍ଧ ନିଷ୍ପତ୍ତିକୁ ଋଷବାସୀ ବିରୋଧ କରୁଛନ୍ତି । ଏନେଇ ଋଷର ବିଭିନ୍ନ ସହରରେ ଲୋକମାନେ ପୁଟିନଙ୍କ…
Read More...

ମିସାଇଲ୍ ମାଡ଼ରେ ୨୩ ମୃତ

କିଭ : ୨୦ ଦିନରେ ପହଞ୍ଚିଲା ୟୁକ୍ରେନ୍-ରୁଷ ଯୁଦ୍ଧ । ଦୁଇ ଦେଶ ମଧ୍ୟରେ ଚାଲିଛି ଘମାଘୋଟ ଲାଢ଼େଇ । ରୁଷ ସେନା ୟୁକ୍ରେନ୍ ଉପରେ ଅହରହ ଆକ୍ରମଣ କରୁଛନ୍ତି । ଏହି ୨୦ ଦିନ ଭିତରେ ଧ୍ୱଂସ ହେଇ ଚାଲିଛି ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର । ଆଜି ପୂର୍ବ ୟୁକ୍ରେନ୍ର ବିଚ୍ଛିନତାବାଦୀ ଅଞ୍ଚଳ…
Read More...

ଋଷକୁ ଭାରି ପଡ଼ିଲା ୟୁକ୍ରେନ ସହ ଯୁଦ୍ଧ, ଭାରତର ପଡ଼ୋଶୀ ଦେଶକୁ ପୁଟିନଙ୍କ ସାହାଯ୍ୟ ଭିକ୍ଷା

ନୂଆଦିଲ୍ଲୀ: ଋଷ ଉପରେ ଭାରି ପଡ଼ିଛି ୟୁକ୍ରେନ ବିରୋଧରେ ଯୁଦ୍ଧ । ଗତ ୧୯ ଦିନ ଧରି ଋଷ ସେନା ୟୁକ୍ରେନ ଉପରେ ଆକ୍ରମଣ କରିଆସୁଛି ଏବଂ ଏହି ଯୁଦ୍ଧରେ ଉଭୟ ଦେଶ ପ୍ରବଳ କ୍ଷତି ସହ୍ୟ କରୁଛନ୍ତି । ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ କରିବା ନେଇ ଋଷ ଭାରି ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଏହି ଯୁଦ୍ଧରେ…
Read More...