ଡ୍ରାଗନକୁ ବାଇଡେନଙ୍କ ଚେତାବନୀ
ଟୋକିଓ : ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଚୀନ ତାଇୱାନକୁ ଧମକ ଦେଇଛି । ଯାହାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ.ବାଇଡେନ ଚୀନକୁ ଖୋଲା ଚେତାବନୀ ଦେଇଛନ୍ତି । କ୍ୱାର୍ଡ ବୈଠକରେ ଅଂଶଗ୍ରହଣ କରିବା ପାଇଁ ବାଇଡେନ ଜାପାନ ଗସ୍ତ କରିଛନ୍ତି । ତେଣୁ ଟୋକିଓରେ ରହିବା ସମୟରେ ବାଇଡେନ…
Read More...
Read More...