Browsing Tag

rural devlopment ministry

ଧର୍ମେନ୍ଦ୍ରଙ୍କ ଅନୁରୋଧ ରଖିଲେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକୁ ରକ୍ଷା କରିଛନ୍ତି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିଜା ସିଂ । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମଜିଏସଓ୍ୱାଇ) ଅନ୍ତର୍ଗତ ରାଜ୍ୟର ୧୫ ଜିଲ୍ଲାରେ ୫୭ଟି ସେତୁ ନିର୍ମାଣ ପାଇଁ…
Read More...

ଆଦର୍ଶ ଗାଁ ତାଲିକାରେ ଓଡିଶା ଫେଲ୍

ସାଂସଦ ଆଦର୍ଶ ଗ୍ରାମ ଯୋଜନାରେ ଓଡିଶା ଫେଲ୍ । ପ୍ରତ୍ୟେକ ଗ୍ରାମକୁ ଆଦର୍ଶ କରିବା ପାଇଁ ସାଂସଦଙ୍କୁ ଦିଆଯାଇଥିଲା ଦାୟିତ୍ୱ । ଗାଁ ଗାଁ ରେ ପହଚିଂବ ବିକାଶଶୀଳ କାର୍ଯ୍ୟକ୍ରମ । ସ୍ୱାବଲମ୍ବୀ ହେବେ ପ୍ରତ୍ୟେକ ନାଗରିକ । ବୃଦ୍ଧି ପାଇବ ପ୍ରତ୍ୟେକ ବ୍ୟକ୍ତିର ଅନ୍ତର୍ନିିହିତ ଦକ୍ଷତା । ଏଭଳି କିଛି…
Read More...