ବିବାହ ବନ୍ଧନରେ ବାନ୍ଧି ହେଲେ ଆଶିଷ ଓ ରୂପାଲୀ
ଭାରତୀୟ ସିନେମା ଜଗତର ଲୋକପ୍ରିୟ ଅଭିନେତା ତଥା ଜଣାଶୁଣା ଖଳନାୟକ ଆଶିଷ ବିଦ୍ୟାର୍ଥୀ ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଆଶିଷ ଗୌହାଟୀର ରୁପାଲୀ ବୋରାଙ୍କ ସହ କୋର୍ଟ ମ୍ୟାରେଜ କରିଛନ୍ତି । ୬୦ ବର୍ଷ ବୟସରେ ଆଶିଷଙ୍କ ଏହା ଦ୍ବିତୀୟ ବିବାହ । ପୂର୍ବରୁ ଆଶିଷ ଅଭିନେତ୍ରୀ ଶକୁନ୍ତଳା…
Read More...
Read More...